Gold increased by Rs 5,400, silver by Rs 20,000: ସୁନା ୫୪୦୦, ରୁପା ୨୦,୦୦୦ ଟଙ୍କା ବଢ଼ିଲା

Advertisment

ଶୁକ୍ରବାର ଭୁବନେଶ୍ବରରେ ଉଭୟ ସୁନା ଓ ରୁପା ଦରରେ ବଡ଼ଧରଣର ବୃଦ୍ଧି ହୋଇଛି। ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ ଆଜି ୫୪୦୦ ଟଙ୍କା ବୃଦ୍ଧି ପାଇ ୧,୫୯, ୭୧୦ ଟଙ୍କା ହୋଇଛି।

ଶୁକ୍ରବାର ଭୁବନେଶ୍ବରରେ ଉଭୟ ସୁନା ଓ ରୁପା ଦରରେ ବଡ଼ଧରଣର ବୃଦ୍ଧି ହୋଇଛି। ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ ଆଜି ୫୪୦୦ ଟଙ୍କା ବୃଦ୍ଧି ପାଇ ୧,୫୯, ୭୧୦ ଟଙ୍କା ହୋଇଛି।

gold

ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ବରରେ ଉଭୟ ସୁନା ଓ ରୁପା ଦରରେ ବଡ଼ଧରଣର ବୃଦ୍ଧି ହୋଇଛି। ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ ଆଜି ୫୪୦୦ ଟଙ୍କା ବୃଦ୍ଧି ପାଇ ୧,୫୯, ୭୧୦ ଟଙ୍କା ହୋଇଛି। ସେହିପରି, ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୯୫୦ ଟଙ୍କା ବୃଦ୍ଧି ପାଇ ୧,୪୬,୪୦୦ ଟଙ୍କା ହୋଇଛି। ଉଲ୍ଲେଖନୀୟ ହେଉଛି, ଗୋଟିଏ ଦିନରେ ରୁପା ୨୦ ହଜାର ଟଙ୍କା ବଢ଼ିଛି। ରୁପା କେଜି ୩,୬୦,୦୦୦ ଟଙ୍କା ହୋଇଯାଇଛି। 

Horticulture: ଉଜୁଡ଼ିଗଲାଣି ୧୩ କୋଟିର ବୃହତ୍ ପିଜୁଳି ଫାର୍ମ

ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ସ୍ଥାନୀୟ ବଜାରରେ ତାହାର ପ୍ରତିଫଳନ ଦେଖିବାକୁ ମିଳୁଛି। ବିଶ୍ୱ ସ୍ତରରେ ସୁନାର ଆଉନସ୍‌ ପିଛା ଦାମ ୪୯୦୦ ଡଲାରକୁ ବୃଦ୍ଧି ପାଇଛି। ରୁପାର ଆଉନସ୍‌ ପିଛା ଦର ୧୦୦ ଡଲାର ହୋଇଛି। ଭୂରାଜନୈତିକ ସଙ୍କଟ ଓ ଆମେରିକୀୟ ଡଲାର ଦୁର୍ବଳ ରହିବା କାରଣରୁ ସୁନା ଓ ରୁପା ଦାମ ବଢୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

Accident: ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe