'Sambad' Corporate Excellence Awards 2026: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୬: ପୁରସ୍କାର ପରିଚୟ ଦେଇଛି

Advertisment

ସମ୍ବାଦର ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ ଆମକୁ ପରିଚୟ ଦେଇଛି। ଏହାଦ୍ବାରା ଆମେ ଆଗକୁ ବଢ଼ି ପାରିଛୁ। ଆମକୁ ଅନେକ ଲୋକ ଚିହ୍ନି ପାରୁଛନ୍ତି ବୋଲି କହିଛନ୍ତି ମା ଦୁର୍ଗା ଏସ୍‌ଏଚ୍‌ଜି ପିକଲ୍‌ ମେକିଂ ୟୁନିଟ୍‌ର ସଭାପତି ମୋନାଲିସା ଗାନ୍ଧୀ।

sfhhfhfsfh

ଭୁବନେଶ୍ବର: ସମ୍ବାଦର ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ ଆମକୁ ପରିଚୟ ଦେଇଛି। ଏହାଦ୍ବାରା ଆମେ ଆଗକୁ ବଢ଼ି ପାରିଛୁ। ଆମକୁ ଅନେକ ଲୋକ ଚିହ୍ନି ପାରୁଛନ୍ତି ବୋଲି କହିଛନ୍ତି ମା ଦୁର୍ଗା ଏସ୍‌ଏଚ୍‌ଜି ପିକଲ୍‌ ମେକିଂ ୟୁନିଟ୍‌ର ସଭାପତି ମୋନାଲିସା ଗାନ୍ଧୀ। ସେ କୁହନ୍ତି ଗୋଟିଏ ବ୍ରାଣ୍ଡ୍‌କୁ ଠିଆ କରାଇବା ଏବଂ ତାହାକୁ ଆଗକୁ ନେବା ନିଶ୍ଚିତଭାବେ କଠିନ କାର୍ଯ୍ୟ। 

Toilet: ପାରଳା ପୌରପରିଷଦର‌ ୧୦ ଶୌଚାଳୟରେ ଝୁଲୁଛି ତାଲା

କର୍ମଚାରୀମାନଙ୍କ ପରିଶ୍ରମ ଫଳରେ ଏହା ହୋଇପାରିଛି। ଗ୍ରାହକଙ୍କ ଆସ୍ଥା ଓ ବିଶ୍ବାସ ଆମ ଉତ୍ପାଦ ଓ ବ୍ରାଣ୍ଡ୍‌କୁ ସୁଦୃଢ଼ କରିପାରିଛି। ପୁରସ୍କାର ଓ ସ୍ବୀକୃତି ମିଳୁଥିବାରୁ ତାହା ବ୍ରାଣ୍ଡ୍‌କୁ ଆଗକୁ ନେବାରେ ସହାୟକ ହୋଇଛି। ଏଥି ସହ କାର୍ଯ୍ୟ କରିବା ଲାଗି ପୁରସ୍କାର ଆମକୁ ପ୍ରେରଣା ଦେଇଛି ବୋଲି ଶ୍ରୀମତୀ ଗାନ୍ଧୀ ମତ ଦିଅନ୍ତି।

Pollution: ଡମଶାଳ ନାଳ କୂଳରେ ଧନ୍ବନ୍ତରୀ ଘାସ ରୋପଣ, ଦେଶରେ ପ୍ରଥମ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe