Advertisment

Vedanta: ବେଦାନ୍ତର ଜ୍ଞାନ ଜ୍ୟୋତି କାର୍ଯ୍ୟକ୍ରମ

Advertisment

ବେଦାନ୍ତ ଆଲୁମିନିୟମ ଜ୍ଞାନ ଜ୍ୟୋତି ଡିଜିଟାଲ ଶିକ୍ଷା କାର୍ଯ୍ୟକ୍ରମ ଜରିଆରେ ରାୟଗଡ଼ା ଏବଂ କଳାହାଣ୍ଡିର ୬ଟି ସରକାରୀ ପ୍ରାଥମିକ ବିଦ୍ୟାଳୟର ୬୦୦ ପିଲାଙ୍କୁ ଆଧୁନିକ ଶିକ୍ଷାଦାନ ସୁବିଧା ପ୍ରଦାନ କରିଛି।

ବେଦାନ୍ତ ଆଲୁମିନିୟମ ଜ୍ଞାନ ଜ୍ୟୋତି ଡିଜିଟାଲ ଶିକ୍ଷା କାର୍ଯ୍ୟକ୍ରମ ଜରିଆରେ ରାୟଗଡ଼ା ଏବଂ କଳାହାଣ୍ଡିର ୬ଟି ସରକାରୀ ପ୍ରାଥମିକ ବିଦ୍ୟାଳୟର ୬୦୦ ପିଲାଙ୍କୁ ଆଧୁନିକ ଶିକ୍ଷାଦାନ ସୁବିଧା ପ୍ରଦାନ କରିଛି।

vedanta

ଭୁବନେଶ୍ବର: ବେଦାନ୍ତ ଆଲୁମିନିୟମ ଜ୍ଞାନ ଜ୍ୟୋତି ଡିଜିଟାଲ ଶିକ୍ଷା କାର୍ଯ୍ୟକ୍ରମ ଜରିଆରେ ରାୟଗଡ଼ା ଏବଂ କଳାହାଣ୍ଡିର ୬ଟି ସରକାରୀ ପ୍ରାଥମିକ ବିଦ୍ୟାଳୟର ୬୦୦ ପିଲାଙ୍କୁ ଆଧୁନିକ ଶିକ୍ଷାଦାନ ସୁବିଧା ପ୍ରଦାନ କରିଛି। କମ୍ପାନି ପକ୍ଷରୁ ଆଣ୍ଡ୍ରଏଡ ଆଧାରିତ ‌ଶ୍ରେଣୀ ଗୃହ, ପ୍ରୋଜେକ୍ଟର, ଷ୍ଟେମ୍‌ ଶିକ୍ଷା କିଟ୍, ମଡେଲ୍‌, ପାଠାଗାର ଆଦିର ବ୍ୟବସ୍ଥା କରାଯାଇଛି। କମ୍ପାନି ଏହି ଅଞ୍ଚଳର ୧୨ ସରକାରୀ ବିଦ୍ୟାଳୟରେ ଭିତ୍ତିଭୂମି ସହାୟତା ପାଇଁ ସହଯୋଗ କରିଛି, ଯାହା ଫଳରେ ୧୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି।

Vedanta stall: ଚଇତି ମହୋତ୍ସବରେ ବେଦାନ୍ତ ଷ୍ଟଲ୍‌

ଏ ସମ୍ପର୍କରେ କମ୍ପାନିର ସିଇଓ ରାଜୀବ କୁମାର କହିଛନ୍ତି ଯେ ଡିଜିଟାଲ ଶିକ୍ଷା ହେଉଛି ଆମ ସମୟର ସବୁଠାରୁ ଶକ୍ତିଶାଳୀ ଶିକ୍ଷାଦାନ ବ୍ୟବସ୍ଥା ଏବଂ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଯେପରି ଏ କ୍ଷେତ୍ରରେ ପଛରେ ନ ରୁହନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଡିଜିଟାଲ ଶ୍ରେଣୀଗୃହଗୁଡ଼ିକୁ ସୁଦୃଢ଼ ସହିତ ‘ଷ୍ଟେମ’ ଶିକ୍ଷାକୁ ସକ୍ଷମ କରି, ଆମେ ଭବିଷ୍ୟତରେ ପ୍ରସ୍ତୁତ ପ୍ରତିଭାମାନଙ୍କୁ ଆତ୍ମବିଶ୍ୱାସର ସହ ବିକଶିତ କରିବା ଏବଂ ଜନଗୋଷ୍ଠୀମାନଙ୍କୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe