ଭୁବନେଶ୍ବର: ରାୟଗଡ଼ାର ଚଇତି ମହୋତ୍ସବରେ ବେଦାନ୍ତ ଆଲୁମିନିୟମ୍ ଏହାର ଷ୍ଟଲ୍ ସ୍ଥାପନ କରି ଆଦିବାସୀଙ୍କ କଳା ଓ ଜୀବନଜୀବିକାକୁ ପାଳନ କରୁଛି। ସେଥିରେ ସଉରା ଚିତ୍ରକଳା ଓ ଢୋକ୍ରା ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ପ୍ରକଳ୍ପ ସଖୀ ଅଧୀନସ୍ଥ ମହିଳା ଏସ୍ଏଚ୍ଜିମାନଙ୍କ ଉତ୍ପାଦ ମଧ୍ୟ ସେଥିରେ ସ୍ଥାନ ପାଇଥିଲା। ହକି ଇଣ୍ଡିଆ ଲିଗ୍ର ଦଳ କଳିଙ୍ଗ ଲାନ୍ସର୍ସକୁ ମଧ୍ୟ ମହୋତ୍ସବରେ ପ୍ରଦର୍ଶିତ କରାଯାଇଥିଲା।
Freedom Fighter Chakra Bisoi: ସ୍ଵାଧିନତା ସଂଗ୍ରାମୀ ବୀର ଚକରା ବିଷୋୟୀଙ୍କ ଜୟନ୍ତୀ ପାଳିତ
ଏହି ଷ୍ଟଲ୍କୁ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଥିଲେ। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି ଯେ ଚଇତି ମହୋତ୍ସବରେ ଆମର ଉପସ୍ଥିତି ବେଦାନ୍ତ ଆଲୁମିନିୟମର ସ୍ୱଦେଶୀ କଳା ସଂସ୍କୃତିକୁ ପାଳନ କରିବା ଓ ସ୍ଥାନୀୟ କାରିଗରମାନଙ୍କୁ ସମର୍ଥନ କରିବାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା "ଅଟଳ ମାର୍ଗ" ର ଭିତ୍ତି ପ୍ରସ୍ତର ସ୍ଥାପନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/31/adgdaggdazcv-2025-12-31-00-57-55.jpg)