ଭୁବନେଶ୍ବର: କୋରାପୁଟର ସାଂସ୍କୃତିକ ମହୋତ୍ସବ ପରବ ୨୦୨୫ରେ ବେଦାନ୍ତ ଆଲୁମିନିୟମ ଯୋଡ଼ିହୋଇଛି। ସେଠାରେ କମ୍ପାନି ଏକ ଷ୍ଟଲ୍ ସ୍ଥାପନ କରିଛି। ଉକ୍ତ ଷ୍ଟଲ୍କୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଦମ, କୋରାପୁଟ ବିଧାୟକ ରଘୁରାମ ମାଛ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, କୋଟପାଡ ବିଧାୟକ ରୁପୁ ଭତ୍ରାଙ୍କ ଉପସ୍ଥିତିରେ ଉଦ୍ଘାଟନ କରାଯାଇଥିଲା।
MDM: ମଧ୍ୟାହ୍ଣ ଭୋଜନ ହେଲା ପିଏମ୍ ପୋଷଣ, ସୁଧୁରିନି ଭିତ୍ତିଭୂମି
ଏହି ଅବସରରେ ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମରେ ଆମେ ବିଶ୍ବାସ କରୁ ଯେ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ସହିତ ବିକାଶ ନିଶ୍ଚୟ ହେବା ଉଚିତ। ପ୍ରକଳ୍ପ ଆଦିକଳା ଜରିଆରେ ଗ୍ରାମାଞ୍ଚଳରେ ସ୍ଥାୟୀ ଜୀବିକା ସୃଷ୍ଟି କରୁଛୁ।
Rs 93 crore sanction: ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ୯୩.୦୯ କୋଟିର ଆର୍ଥିକ ଅନୁଦାନ
Follow Us