Cartoon Corner: ଟ୍ରେନ କାନ୍ଦୁଛି କଇଁକଇଁ, ସିଗନାଲ୍ ବି କାନ୍ଦୁଛି କଇଁକଇଁ… ୧୧ ଜୀବନ ଚାଲିଗଲା କାହା ଭୁଲ ପାଇଁ ???

ମିଡିଆରେ ଖବରକୁ ଲୋକଙ୍କ ପାଖେ ପରିବେଷଣ କରିବାକୁ ଭିନ୍ ଭିନ୍ନ ଶୀର୍ଷକ ଲେଖେ । ଅନେକ ସମୟରେ ଟ୍ରେନ ଦୁର୍ଘଟଣାକୁ ଲୌହ ଦାନବର ରକ୍ତ ଭୋଜି ବୋଲି ବି କେହି କେହି କୁହନ୍ତି…

train accident

train accident Photograph: (sambad.in)

ଭୁବନେଶ୍ବର: ଯେତେବେଳେ ଦେଶରେ ହେଉ କି ରାଜ୍ୟରେ ଟ୍ରେନ୍ ଦୁର୍ଘଟଣା ହୁଏ । ସେତେବେଳେ ସଙ୍ଗେ ସଙ୍ଗେ ଦୁର୍ଘଟଣାର କାରଣ ଖୋଜା ହୁଏ ଏବଂ ମିଡିଆରେ ଖବରକୁ ଲୋକଙ୍କ ପାଖେ ପରିବେଷଣ କରିବାକୁ ଭିନ୍ ଭିନ୍ନ ଶୀର୍ଷକ ଲେଖେ । ଅନେକ ସମୟରେ ଟ୍ରେନ ଦୁର୍ଘଟଣାକୁ ଲୌହ ଦାନବର ରକ୍ତ ଭୋଜି ବୋଲି ବି କେହି କେହି କୁହନ୍ତି…

ମାତ୍ର ଛତିଶଗଡ଼ ବିଳାସପୁର ଟ୍ରେନ ଟ୍ରାଜେଡିରେ ଏମିତି କିଛି କାରଣ ପାଇଁ ଏତେ ଡ଼ ଦୁର୍ଘଟଣା ଘଟିଛି ଯେଉଁଠି ପ୍ରାଥମିକ ସ୍ତରରେ କୁହାଯାଉଛି କି ସିଗନାଲ୍ ନମାନିବା ଦ୍ବାରା ଏତେ ବଡ଼ ଦୁର୍ଘଟଣା ଘଟିଲା । ଘଟଣାସ୍ଥଳରେ ୧୧ ଜୀବନ ଚାଲିଗଲା । ଆଉ ଏବେ ୧୧ ଜୀବନ ପାଇଁ ଯେତେବେଳେ ଟ୍ରେନକୁ ଦାୟୀ କରାଯାଉଛି ସେତେବେଳେ….

train accident
train accident Photograph: (sambad.in)

ଟ୍ରେନ କାନ୍ଦୁଛି କଇଁକଇଁ
ସିଗନାଲ୍ କାନ୍ଦୁଛି ବି କଇଁକଇଁ… 
ଏଯାଏଁ ଜଣାପଡ଼ୁ ନାହିଁ…
୧୧ ଜୀବନ ଚାଲିଗଲା କାହା ଭୁଲ ପାଇଁ ???
ଟ୍ରାକରେ ପଡ଼ିଛି ରକ୍ତର ଛିଟା, ମାଳମାଳ ପୁଣି ଶବ
ଲୌହ ଦାନବର ରକ୍ତ ଭୋଜି
ନା ମଣିଷର ଅବହେଳା
କିଏ ଉତ୍ତର ଦେବ… ???

କାର୍ଟୁନ- ଦେବାଶିଷ

ଅଧିକ ପଢନ୍ତୁ- 

Cartoon Corner: ଆଗରୁ ମାଆ ମାରିଲେ କୋଳେଇ ନେଉଥିଲା ଆଈ… ଏବେ କମ୍ପାନୀରୁ ଧକ୍କା ମାରି ଚାକିରି ଛଡ଼େଇ ନେଉଛି ଏଆଇ…

Cartoon Corner: ଆସିଛି ବୋଲି ନିର୍ବାଚନ… ଏବେ ଜନତା ହିଁ ଜନାର୍ଦ୍ଦନ, ତାପରେ ତୁ କିଏନା ମୁଁ କିଏ…?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe