Donald trump Photograph: (sambad.in)
ଏବେ ଦେଶ ପାଳୁଛି ଦୀପାବଳି
ଟ୍ରମ୍ପ କିନ୍ତୁ ନିଇତି ପାଳୁଛନ୍ତି ଦୀପାବଳି
ଆମର ସିନା ଫୁଟୁଛି ଏଠି
ତାଳ ଫୋଟକା କି ହାବେଳି
ଡୋନାଲ୍ଡ କିନ୍ତୁ ଫିଙ୍ଗନ୍ତି ଶୁଳ୍କ ବୋମା
ନିଇତି ହୋଇ ବିଳିବିଳି…
ଆହୁରି ପଢନ୍ତୁ-
ହେଇଟି ତେମେ ଯେତେ ଫିଙ୍ଗୁଛ ଫିଙ୍ଗ
ତେଲ ପାଇଁ ଆମେ ଦିହେଁ ସାଜିଛୁ ସାଙ୍ଗ
ହାପି ଦୀଓ୍ଵାଲି…
ଆହୁରି ପଢନ୍ତୁ-
Cartoon Corner: ପଶୁ ହେଇ କଣ ପାପ କରିଛୁ…? ମଣିଷ ପାଳିବେ ଦୀପାବଳି, ଆମ ଘରେ କାହିଁକି କାନ୍ଦ ବୋବାଳି…??
Follow Us