Cartoon Corner: ଆଗରୁ ମାଆ ମାରିଲେ କୋଳେଇ ନେଉଥିଲା ଆଈ… ଏବେ କମ୍ପାନୀରୁ ଧକ୍କା ମାରି ଚାକିରି ଛଡ଼େଇ ନେଉଛି ଏଆଇ…

ଭାଇନା ! କି ଯୁଗ ହେଲା… ବିକାଶ ବିକାଶ କହି ମଣିଷ ଯାହାକୁ ଉଦ୍ଭାବନ କଲା, ସେଇ ହିଁ ଶେଷରେ ଭସ୍ମାସୁର ସାଜିଲା । ପ୍ରଯୁକ୍ତି ବିଦ୍ୟାର ଛାଞ୍ଚରେ ମଣିଷ ଯେଉଁ ଏଆଇକୁ ଆଣିଲା ଏବେ ସେହି ଏଆଇ ଲକ୍ଷ ଲକ୍ଷ ଲୋକଙ୍କ ଚାକିରି ଖାଉଛି

job and AI

job and AI Photograph: (Sambad.in)

ଭୁବନେଶ୍ବର: ଭାଇନା ! କି ଯୁଗ ହେଲା… ବିକାଶ ବିକାଶ କହି ମଣିଷ ଯାହାକୁ ଉଦ୍ଭାବନ କଲା, ସେଇ ହିଁ ଶେଷରେ ଭସ୍ମାସୁର ସାଜିଲା । ପ୍ରଯୁକ୍ତି ବିଦ୍ୟାର ଛାଞ୍ଚରେ ମଣିଷ ଯେଉଁ ଏଆଇକୁ ଆଣିଲା ଏବେ ସେହି ଏଆଇ ଲକ୍ଷ ଲକ୍ଷ ଲୋକଙ୍କ ଚାକିରି ଖାଉଛି ।

ai
ai Photograph: (sambad.in)

ଏବେ ସବୁ କାମ ଏଆଇ ଭିତ୍ତିକ ହେଉଥିବା ବେଳେ ମଣିଷ ବହୁତ ସୁବିଧାବାଦୀ ହୋଇଗଲାଣି । କୌଣସି ବି କାମ ଦରକାର ସଙ୍ଗେସଙ୍ଗେ ଏଆଇ ଦ୍ବାରା କରୁଥିବା ବେଳେ ଧିରେଧିରେ ଏହାର ପ୍ରଭାବ କମ୍ପାନୀ ଏବଂ ଚାକିରି ଉପରେ ପ୍ରଭାବ ପକାଇବାକୁ ଥିବା ବେଳେ ଚାକିରିଆଙ୍କୁ ଏବେ ଏଆଇର ଧମକ ମିଳୁଛି । 

କାର୍ଟୁନ- ଦେବାଶିଷ

ଅଧିକ ପଢନ୍ତୁ- Cartoon Corner: ଆସିଛି ବୋଲି ନିର୍ବାଚନ… ଏବେ ଜନତା ହିଁ ଜନାର୍ଦ୍ଦନ, ତାପରେ ତୁ କିଏନା ମୁଁ କିଏ…?

Cartoon Corner: ଭାରତୀୟ ଝିଅ ବିଶ୍ବ ବିଜୟୀ: ଆମ ଝିଅ ବି କମ୍ ନୁହଁନ୍ତି... ଲୁହ ସହ ଲଢି, ଶେଷରେ ବି ସେମାନେ ଜିତିପାରନ୍ତି…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe