Cartoon Corner: ବିଜେଡି ଧରିଛି ଲଙ୍କା ପଟକା ହୋ, କଂଗ୍ରେସ ହାତରେ କୁମ୍ପି... ବିଜେପି ଭାବୁଛି ମାରିବ ଡିଆଁ, ଭୋଟର ପାଖରେ ରହିଛି ନିଆଁ...

ଅଦ୍ୟତନ ହୋଇଛି
nuapada by-election

nuapada by-election Photograph: (sambad.in)

ଭୁବନେଶ୍ବର: 
ଗର୍ଜୁଛି କଂଗ୍ରେସ, ହାତରେ ଧରିଛି କୁମ୍ପି
ବିଜେଡି ଧରିଛି ଲଙ୍କା ପଟକା ହୋ ମଝିରେ ମଝିରେ ଦେଖୁଛି ଖୁମ୍ପି… 
ମଝିରେ ବିଜେପି ଧରିଣ ରକେଟ୍ ମାରିବ ଭାବୁଛି ଡିଆଁ…
ଦୀପାଳି ପାଳିବାକୁ ନୂଆପଡାବାସୀ ହାତେ ଧରିଛନ୍ତି ନିଆଁ…

nuapada by-election
nuapada by-election Photograph: (sambad.in)

କାହାର ଫୁଟିବ, କାହାର ଫୁସକିବ, କାହାର ପୁଣି ଯିବ ଗଳି
୧୪ରେ ପୁଣି ପାଳିବେ ନୂଆପଡାବାସୀ ଅଦିନିଆ ଦୀପାବଳି
ଡବଲ ଦୀପାବଳିର ଆଗୁଆ ଶୁଭେଚ୍ଛା…

ଆହୁରି ପଢନ୍ତୁ-

Cartoon Corner: ପଶୁ ହେଇ କଣ ପାପ କରିଛୁ…? ମଣିଷ ପାଳିବେ ଦୀପାବଳି, ଆମ ଘରେ କାହିଁକି କାନ୍ଦ ବୋବାଳି…??

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe