ebill Photograph: (sambad.in)
ଭୁବନେଶ୍ବର: ବ୍ୟବସ୍ଥାର ବିଶୃଙ୍ଖଳା, ନିୟମ ଏଠି ପୂରା ହୁଗୁଳା
ଉପଭୋକ୍ତଙ୍କୁ କର ଦେଉଛି ଜୋରକା ଝଟକା
ଅନ୍ୟାୟ ବିଲର ବୋଝ ବୋହି ଭାଙ୍ଗିଲାଣି ଅଣ୍ଟା
ଅନୁକମ୍ପାର ପବନ ପିଇ ଭାଇ କମ୍ପାନୀ ଏଠି ମୋଟା
କାହାକୁ କହିବା ଭାଇ, ଶୁଣିବ କିଏ…
ସମସ୍ୟାର ସମାଧାନ ହେବ
ଦିହକୁ ନେବ ଯିଏ…
ବୋଲ ଏକ ବାର ହରିହରି ବୋଲ…
ଖାଲି କଣ ଏଠି, ଦୁର୍ନୀତି ଭାଇ ସବୁଠି... ଅଧିକ ଦୁର୍ନୀତିକୁ ନେଇ କଟାକ୍ଷ ପଢନ୍ତୁ...
/filters:format(webp)/sambad/media/media_files/2025/11/08/untitled-6-1-2025-10-28-14-36-11-2025-11-08-19-07-26.webp)
Cartoon Corner: ଦୁର୍ନୀତି ଗାଦି ଉପରେ ବସି ଦୁର୍ନୀତି ନିବାରଣ ସପ୍ତାହ ପାଳନ !
Follow Us