କିଅଣ ମ ଭାଇ ! ଶବ ଉପରେ ବସି ଠାକୁର ପୂଜା...? ଆମର ସରକାରୀ ଚାକିରିଆ ଭାଇଭଉଣୀମାନେ କୁଆଡ଼େ ପରା ଦୁର୍ନୀତି ନିବାରଣ ସପ୍ତାହ ପାଳୁଛନ୍ତି। ହେଲେ ଭାଇ ଆଗ ଗୋଟେ କଥା କହିଲ, ସବୁଠାରୁ ଅଧିକ ଦୁର୍ନୀତି କରୁଛି କିଏ?
କି କଥା ଏଗୁଡ଼ା...!
କ’ଣ ଯିଏ ଦୁର୍ନୀତି କରିବେ, ସିଏ ଦୁର୍ନୀତି ନିବାରଣ ସପ୍ତାହ ପାଳିବେ? କି କଥା ଏଗୁଡ଼ା ! ସେଥିରେ ପୁଣି ବାବୁମାନଙ୍କର ଫଟୋ ଉଠାହବ। ଦୁର୍ନୀତି ନିବାରଣ ସପ୍ତାହ ପାଳିଲେ ବୋଲି ଗଣମାଧ୍ୟମରେ ବାହାରିବ। ହେଲେ ସବା ଶେଷରେ ଦୁର୍ନୀତି ଟଙ୍କା ସବୁ ତାଙ୍କରି ପେଟରେ ପଶିବ। କହିଲେ କୁଳକୁରୁମ୍ବକୁ ନାଜ, ନକହିଲେ କୁଳ ଭାସିଯାଉଛି। ତଥାପି ଚୁପ୍ ରହୁଛି। ନମସ୍କାରେ.....!
/filters:format(webp)/sambad/media/media_files/2025/10/28/untitled-2025-10-28-14-42-49.jpg)
ଅଧିକ ପଢ଼ନ୍ତୁ: ବାତ୍ୟା ଦାଉରୁ ପଛେ ବଞ୍ଚିଯିବା; ଖାଇବା ନପାଇ କିନ୍ତୁ ନିଶ୍ଚୟ ମରିବା...!
ଅଧିକ ପଢ଼ନ୍ତୁ: ଅମାନିଆ ହେଇ ରେଳ ଧାରଣାରେ କରିଲେ ନାଟ, ରେଳବାଇ ଦେବ ବଜେଇ ଅଚଞ୍ଛା ଛାଟ
dihakunebeni
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/28/untitled-6-1-2025-10-28-14-36-11.jpg)