Cartoon Corner: ଜେଲ୍‌ ସୁରକ୍ଷା ବ୍ୟବସ୍ଥା ଭାଇ ଭାରି କଡ଼ାକଡ଼ି, ଦିନ ଦ୍ବିପ୍ରହରେ ପୁଲିସ୍‌ ଆଗରେ କଏଦୀ ଭିଡ଼ାଭିଡ଼ି...!

ଚୌଦ୍ବାର ଜେଲ୍‌ରୁ ଫେରାର ହୋଇଯାଇଥିବା ଦୁଇ ବିଚାରାଧୀନ କଏଦୀଙ୍କର ଏ ପର୍ଯ୍ୟନ୍ତ ପତ୍ତା ମିଳିନଥିବା ବେଳେ ବାଲେଶ୍ବର ଜିଲ୍ଲାର ସୋର ସବ୍‌ଜେଲ୍‌ରୁ ଜଣେ ବନ୍ଦୀ ଫେରାର୍‌ ହୋଇଯାଇଛି।

Untitled

ଜେଲ୍‌ ସୁରକ୍ଷା ବ୍ୟବସ୍ଥା ଭାଇ ଭାରି କଡ଼ାକଡ଼ି, ଦିନ ଦ୍ବିପ୍ରହରେ ପୁଲିସ୍‌ ଆଗରେ କଏଦୀ ଭିଡ଼ାଭିଡ଼ି...! ଜେଲ୍‌ରୁ ହୁଅନ୍ତି ଫେରାର୍‌, ଏଠି ଦିନରେ ମସ୍‌ଗୁଲ୍‌ ଅଫିସର୍‌।

 ଚୌଦ୍ବାର ଜେଲ୍‌ରୁ ଫେରାର ହୋଇଯାଇଥିବା ଦୁଇ ବିଚାରାଧୀନ କଏଦୀଙ୍କର ଏ ପର୍ଯ୍ୟନ୍ତ ପତ୍ତା ମିଳିନଥିବା ବେଳେ ବାଲେଶ୍ବର ଜିଲ୍ଲାର ସୋର ସବ୍‌ଜେଲ୍‌ରୁ ଜଣେ ବନ୍ଦୀ ଫେରାର୍‌ ହୋଇଯାଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ରାତି ୯.୩୦ରେ ଖବର ଲେଖାହେଲା ବେଳକୁ ଜେଲ୍‌ କର୍ତ୍ତୃପକ୍ଷ ନିକଟସ୍ଥ ସୋର ଥାନାରେ କୌଣସି ଅଭିଯୋଗ କରିନଥିବା ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ: ଭାଇନା ଇଏ ରାଜଧାନୀ ଦିଲ୍ଲୀ, ଏଠି ସବୁକିଛି ଯାଏ ଦୋହଲି… ବାୟୁ ପ୍ରଦୂଷଣ କରି ଲୋକେ କହିଲେ ହାପି ଦିୱାଲି

ଏ‌ହାକୁ ‌ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି

ଆହୁରି ପଢ଼ନ୍ତୁ: ହେଇଟି ! ତେମେ ଯେତେ ଫିଙ୍ଗୁଛ ଫିଙ୍ଗ, ତେଲ ପାଇଁ ଆମେ ଦିହେଁ ସାଜିଛୁ ସାଙ୍ଗ... ହାପି ଦୀଓ୍ଵାଲି

dihakunebeni

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe