Cartoon Corner: ଧରାପଡ଼ିଛି ଲାଞ୍ଜ, ମୁଣ୍ଡକୁ ଏବେ ଖୋଜ

Advertisment

ପୁଲିସ ଏସ୍‌ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଏବେ ସୁଦ୍ଧା ୧୧୯ ଜଣ ଗିରଫ ହୋଇ ସାରିଲେଣି। ହେଲେ ବେବି ଏହାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତି ଫେରାର ଅଛନ୍ତି। ପୁଲିସ ଏସ୍‌ଆଇ ପରୀକ୍ଷା ବାତିଲ ପରେ କିନ୍ତୁ ରାଜ୍ୟ ସରକାର ତନାଘନା ଜୋର୍‌ଦାର କରିଛନ୍ତି।

Untitled-8

ପୁଲିସ ଏସ୍‌ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଏବେ ସୁଦ୍ଧା ୧୧୯ ଜଣ ଗିରଫ ହୋଇ ସାରିଲେଣି। ହେଲେ ଏବେବି ଏହାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତି ଫେରାର ଅଛନ୍ତି। ପୁଲିସ ଏସ୍‌ଆଇ ପରୀକ୍ଷା ବାତିଲ ପରେ କିନ୍ତୁ ରାଜ୍ୟ ସରକାର ତନାଘନା ଜୋର୍‌ଦାର କରିଛନ୍ତି। ତାହାକୁ ନେଇ ଆମର ଆଜିର କାଟୁର୍ନ।

ଆହୁରି ପଢ଼ନ୍ତୁ: ଜେଲ୍‌ ସୁରକ୍ଷା ବ୍ୟବସ୍ଥା ଭାଇ ଭାରି କଡ଼ାକଡ଼ି, ଦିନ ଦ୍ବିପ୍ରହରେ ପୁଲିସ୍‌ ଆଗରେ କଏଦୀ ଭିଡ଼ାଭିଡ଼ି...!

Untitled

ଦିହକୁ ନେବେନି

 cartoon | dihakunebeni

ଆହୁରି ପଢ଼ନ୍ତୁ: ଭାଇନା ଇଏ ରାଜଧାନୀ ଦିଲ୍ଲୀ, ଏଠି ସବୁକିଛି ଯାଏ ଦୋହଲି… ବାୟୁ ପ୍ରଦୂଷଣ କରି ଲୋକେ କହିଲେ ହାପି ଦିୱାଲି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe