ଭୁବନେଶ୍ବର: ରାଜଧାନୀର ସ୍ବଚ୍ଛତା ପାଇଁ ବିଏମ୍ସି କିଣିଥିଲା ୬୦୦ରୁ ଅଧିକ ଅଳିଆ ଗାଡ଼ି। ହେଲେ ପାଞ୍ଚ ବରଷ ନପୂରୁଣୁ ସେଗୁଡ଼ିକ ସବୁ ଡବା ପାଲଟିଗଲା। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗାଡ଼ି କିଣା ହୋଇଥିଲା ରାଜଧାନୀକୁ ସଫାସୁତରା ରଖିବାକୁ। ହେଲେ ସେ ଗାଡ଼ିଗୁଡ଼ିକ ହିଁ ଶେଷରେ ଅଚଳ ହୋଇ ଅଳିଆରେ ପରିଣତ ହୋଇଗଲେ।
ରକ୍ଷଣାବେକ୍ଷଣ ଓ ଦୂରଦୃଷ୍ଟି ଅଭାବରୁ ମାତ୍ର ୪/୫ ବର୍ଷ ଭିତରେ ନୂଆ ଗାଡ଼ି ସବୁ ଅଚଳ ହୋଇଗଲାଣି। ଯେଉଁ ଗାଡ଼ି ଭଲ ଅଛି, ତାକୁ ସଜାଡ଼ିବାରେ ବିଏମ୍ସିକୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ସ୍ଥିତି ଏପରି ଯେ ଶେଷକୁ ବିଏମ୍ସି ଏଜେନ୍ସି ଉପରେ ନିର୍ଭରଶୀଳ ହେବାକୁ ଯାଉଛି।
ତାହାକୁ ନେଇ ଆମର ଆଜିର କାର୍ଟୁନ। ଦିହକୁ ନେବେନି।
ଅଧିକ କାର୍ଟୁନ ପଢ଼ନ୍ତୁ
ଆହୁରି ପଢ଼ନ୍ତୁ: ଫାଇନାଲ୍ରେ ପ୍ରବେଶ କଲା ଭାରତୀୟ ଦଳ; ଅଷ୍ଟ୍ରେଲିଆର ଭାଙ୍ଗିଗଲାଣି ସବୁତକ ବଳ
ଆହୁରି ପଢ଼ନ୍ତୁ: ଯେବେ ପ୍ରତିଶ୍ରୁତି ମିଛ ଥାଏ, ସେବେ ନେତାଙ୍କ କଥାରେ ନଥା ନଥାଏ... ଏଠି ପ୍ରସଙ୍ଗ ଗୋଟେ- ପ୍ରତିଶ୍ରୁତି ଭିନ୍ନ, ନେତାଏ କରନ୍ତି ଖାଲି ପବନ
Follow Us