ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ସୁନାବେଡ଼ା ଅଭୟାରଣ୍ୟରେ ବାଘ ଶିକାର : ମା’, ପୁଅ ସମେତ ୩ ଗିରଫ

ନୂଆପଡ଼ା : ସୁନାବେଡ଼ା ଅଭୟାରଣ୍ୟରୁ ବାଘ ଶିକାର ଅଭିଯୋଗରେ ମା’, ପୁଅଙ୍କ ସମେତ ୩ ଜଣଙ୍କୁ ନୂଆପଡ଼ା ବନବିଭାଗ ପକ୍ଷରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଏକ ବାଘଛାଲ, ମୁଣ୍ଡ, ୨୦ କେଜି ବାରହା ମାଂସ ଏବଂ ଶିକାର ପାଇଁ ବ୍ୟବହୃତ ହେଉଥିବା ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ଲୁହାରଡ୍‌ ଓ ଟାଙ୍ଗିଆରେ ପିଟି ପିଟି ବାପାକୁ ହତ୍ୟା କଲା ନାବାଳକ ପୁଅ

କେନ୍ଦୁଝର: ମହୁଲି ମଦ ପିଇ ଘରେ ସବୁଦିନ ଝଗଡ଼ା କରୁଥିଲେ ବାପା। ଏହାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହୁଥିଲା। ଗତକାଲି ମଧ୍ୟ ବାପା ମହୁଲି ପିଇ ଘରକୁ ଆସିଥିଲା। ଏହାକୁ ନେଇ ବାପପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନାବାଳକ ପୁଅ ଏକ ଲୁହାରଡ୍‌ ଓ ଟାଙ୍ଗିଆରେ ପିଟି…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ଟୁରିଷ୍ଟ ଗାଇଡଙ୍କୁ ଗଣଦୁଷ୍କର୍ମ  : ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ:  ନୂଆଦିଲ୍ଲୀର ପ୍ରମୁଖ ବ୍ୟାବସାୟିକ ପେଣ୍ଠସ୍ଥଳ କନ୍ନାଟ୍ ପ୍ଲେସ୍ ବଜାରଠାରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଏକ ଉଚ୍ଚ-ସୁରକ୍ଷା ଜୋନ ଭିତରେ ଆସୁଥିବା କେନ୍ଦ୍ରୀୟ ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଥିବା ଏକ ପଞ୍ଚତାରକା ହୋଟେଲରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଜଣେ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ କାଟ୍‌କୁ ନେଇ ଅସାମାଜିକଙ୍କ ଗୁଣ୍ଡାଗିରି: ୭ ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ବନ୍ଧୁକ ଦେଖାଇ…

ବାଲେଶ୍ବର: ସ୍ଥାନୀୟ ସିଇଡି ଡିଭିଜନ ଫୁଲାଡ଼ି ସେକସନ୍‌ରେ ଆଜି ସନ୍ଧ୍ୟା ସମୟରେ କିଛି ଅସମାଜିକ ଯୁବକମାନେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି। ଏଥିରେ ୭ ଜଣ କର୍ମଚାରୀ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସମସ୍ତ କର୍ମଚାରୀଙ୍କୁ ବାଲେଶ୍ବର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀର ମାନ୍ୟତା ଦାବି କରିବାରୁ ସଂଘବଦ୍ଧ ଆକ୍ରମଣ : ଯୁବତୀଙ୍କୁ ପିଟିପିଟି କେନାଲକୁ ଫିଙ୍ଗିଦେଲେ

ମାହାଙ୍ଗା : ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା, ଅନ୍ତଃସତ୍ତ୍ବା ପ୍ରେମିକାଙ୍କ ଗର୍ଭପାତ କରାଇବା ଏବଂ ବିବାହ ପାଇଁ ଜିଦ ଧରିବାରୁ ପ୍ରାଣାନ୍ତକ ଆକ୍ରମଣ କରି ତାଙ୍କୁ ଅଚେତ ଅବସ୍ଥାରେ କେନାଲରେ ଫିଙ୍ଗି ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ମାହାଙ୍ଗା ଅଞ୍ଚଳରେ। ଯୁବତୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହର କରୁଣ ପରିଣତି : ଭାଇ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

ନୟାଗଡ଼ : ନୟାଗଡ଼ ପୁଲିସ ସବ୍‌ଡିଭିଜନ୍‌ ଅଧୀନ ନୟାଗଡ଼ ବ୍ଲକ୍‌ରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ଆସିଛି। ନୟାଗଡ଼ ସଦର ଥା‌ନା ଅଧୀନ ବାଲୁଗାଁ ସଅଁର ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ବାମୀ କାଳିଆ ନାୟକ ମୁଣ୍ଡକୁ ପଥର କିମ୍ବା ଇଟା ଅବା ସେଇଭଳି କୌଣସି କଠିନ ପଦାର୍ଥରେ ଛେଚି…
ଅଧିକ ଖବର ଦେଖନ୍ତୁ...

ଅନ୍ଧବିଶ୍ୱାସର କୁପରିଣତି : ନାତି ଆଶାରେ ଶିଶୁ ବଳି! ଅଭିଯୁକ୍ତ ଗିରଫ, ପୁଅ ଅଟକ

ବାହାନଗା/ଗୋପାଳପୁର : ୫ ବର୍ଷ ହେଲା ବୋହୂର ପିଲାପିଲି ହେଉ ନ ଥିଲେ। କାଳିସୀ କହିଲା ନିଷ୍ପାପ ଶିଶୁକୁ ବଳିଦେଲେ ଘରେ ନାତି ଖେଳିବ। ଆଉ ଏ ଅନ୍ଧବିଶ୍ବାସର ଶିକାର ହେଲା ୭ ବର୍ଷର ଶିଶୁ। ବାଲେଶ୍ୱର ଜିଲ୍ଲା ବାହନଗା ବ୍ଲକ ନୂଆପୁର ପଞ୍ଚାୟତ ଧଇଁଆସାହିରେ ୬ ଦିନ ଦଳେ ହୋଇଥିବା ନାବାଳକ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନରେ ମହିଳାଙ୍କୁ ଗଣଦୁଷ୍କର୍ମ: ଅସଦାଚରଣର ଜୀବନ୍ତ ଭିଡିଓ ଗଣମାଧ୍ୟମରେ ଛାଡ଼ିଲେ ଅଭିଯୁକ୍ତ

ନୂଆଦିଲ୍ଲୀ: ରାଜସ୍ଥାନର ଅଲଵାର ଜିଲ୍ଲା ଅନ୍ତର୍ଗତ ତିଜାରା ଅଞ୍ଚଳରେ ଜଣେ ବିବାହିତା(୪୫ ବର୍ଷ) ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଅଭିଯୁକ୍ତମାନେ ଉକ୍ତ ଘଟଣାର ଜୀବନ୍ତ ଭିଡିଓ ଚିତ୍ରକୁ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ଡକାୟତି ଯୋଜନା ବେଳେ ଧରାପଡ଼ିଲେ ୪ ଅଭିଯୁକ୍ତ

ଭୁବନେଶ୍ୱର : ରାଜଧାନୀରେ ଡକାୟତି ଉଦ୍ୟମ କରୁଥିବା ୪ଜଣଙ୍କୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ସେହି ଥାନା ଅଧୀନ କଞ୍ଚ ଭୋଇସାହିର ନରେଶ ବେହେରା ଓରଫ କାଉ (୨୨), ମଠ ଭୋଇ ସାହିର ବୀର ବେହେରା(୨୨), ନଳାମୁହଁ ସାହିର ରବୀନ୍ଦ୍ର ବେହେରା(୩୦) ଓ ଚିତ୍ରକାରିଣୀ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ସ୍କୁଟି ସହ ଜିଅନ୍ତା ଯୁବକଙ୍କୁ ଜାଳିଦେଲେ ଦୃବୁର୍ତ୍ତ

ଜୟପୁର: ସ୍କୁଟି ସହ ଜିଅନ୍ତା ଯୁବକଙ୍କୁ ଜାଳିଦେଲେ ଦୃବୁର୍ତ୍ତ | ରାଜସ୍ଥାନର ସିକର ଜିଲ୍ଲାରେ ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ସ୍କୁଟି ସମେତ ଜଣେ ଯୁବକଙ୍କୁ ପୋଡି ଦେବା ଘଟଣା ସିକର ଜିଲ୍ଲାର ପାଲାସିଆ ଗ୍ରାମରେ ଘଟିଛି । ଶୁକ୍ରବାର ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...