ନୂଆଦିଲ୍ଲୀ: ମୁମ୍ବାଇ ଲୋକାଲ ଟ୍ରେନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଲୋକେ ଭିଡିଓକୁ ଦେଖି ସମାଲୋଚନା କରିବା ସହିତ ଏଭଳି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।
ଅଧିକପଢ଼ନ୍ତୁ: ଦେହାନ୍ତ ପରେ ଏତେ କୋଟିର ସମ୍ପତ୍ତି ଛାଡ଼ି ଯାଇଛନ୍ତି ଉସ୍ତାଦ୍ ଜାକିର୍ ହୁସେନ୍
ସୋସିଆଲ ମିଡିଆରେ ଘୁରି ବୁଲୁ୍ଥିବା ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ପୋଷାକ ବିନା ମୁମ୍ବାଇ ଲୋକାଲ ଟ୍ରେନରେ ଚଢ଼ି ଯାଇଛନ୍ତି। ଏହା ଦେଖି ଉକ୍ତ ବଗିରେ ଥିବା ମହିଳାଯାତ୍ରୀମାନେ ଭୟଭୀତ ହୋଇଯାଉଛନ୍ତି।
ଅଧିକପଢ଼ନ୍ତୁ: 'ପୁଷ୍ପା ୨’ ପ୍ରିମିୟର ସମୟରେ ଆହତ ହୋଇଥିବା ଶିଶୁକୁ ସୁସ୍ଥ ହେବାକୁ ସମୟ ଲାଗିବ
ବଗିରେ ଥିବା ଯାତ୍ରୀମାନେ ପାଟି କରିବା ପରେ ଟିଟିଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁଙ୍କୁ ଟ୍ରେନରୁ ଓହ୍ଲାଇ ଦେଉଛନ୍ତି।
ଅଧିକପଢ଼ନ୍ତୁ: ବରିଷ୍ଠ ନାଗରିକଙ୍କ ପାଇଁ ସଞ୍ଜୀବନୀ ସ୍ୱାସ୍ଥ୍ୟ ଯୋଜନା ଘୋଷଣା କଲେ କେଜ୍ରିୱାଲ
ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଉକ୍ତ ବ୍ୟକ୍ତି ଜଣକଙ୍କ ମାନସିକସ୍ଥିତି ଠିକ ନାହିଁ। ସେ ଘାଟକୋପର ରେଲୱେ ଷ୍ଟେସନ ନିକଟରେ ବସବାସ କରନ୍ତି। ପ୍ରାୟତଃ ସେ ଉଲଗ୍ନ ହୋଇ ବୁଲୁଥିବା ସ୍ଥାନୀୟଲୋକେ ପୂର୍ବରୁ ଅନେକଥର ଅଭିଯୋଗ ବି କରିଛନ୍ତି।
ଅଧିକପଢ଼ନ୍ତୁ: ଅଯଥାରେ ଶିଳ୍ପାଙ୍କ ନାମ ମୋ ମାମଲା ସହିତ ଯୋଡ଼ନ୍ତୁ ନାହିଁ
Follow Us