ଏସସିବି ମେଡିକାଲରୁ ଜେଲ୍ ଗାର୍ଡଙ୍କୁ ଚକମା ଦେଇ ମହିଳା କଏଦୀ ଚମ୍ପଟ

Advertisment

ଜେଲ୍ ଗାର୍ଡଙ୍କୁ ଚକମା ଦେଇ ଜଣେ ମହିଳା କଏଦୀ କଟକ ଏସସିବି ମେଡିକାଲରୁ ଚମ୍ପଟ ମାରିଛନ୍ତି। ଚିକିତ୍ସା ପାଇଁ ଚୌଦ୍ଵାର ଜେଲ୍‌ରୁ ଏସସିବି ମେଡିକାଲକୁ ମହିଳା କଏଦୀଙ୍କୁ ଅଣାଯାଇଥିଲା...

ଜେଲ୍ ଗାର୍ଡଙ୍କୁ ଚକମା ଦେଇ ଜଣେ ମହିଳା କଏଦୀ କଟକ ଏସସିବି ମେଡିକାଲରୁ ଚମ୍ପଟ ମାରିଛନ୍ତି। ଚିକିତ୍ସା ପାଇଁ ଚୌଦ୍ଵାର ଜେଲ୍‌ରୁ ଏସସିବି ମେଡିକାଲକୁ ମହିଳା କଏଦୀଙ୍କୁ ଅଣାଯାଇଥିଲା...

3 children serious thimet

Woman inmate runs away from SCB Medical Center after kicking jail guard

କଟକ: ଜେଲ୍ ଗାର୍ଡଙ୍କୁ ଚକମା ଦେଇ ଜଣେ ମହିଳା କଏଦୀ କଟକ ଏସସିବି ମେଡିକାଲରୁ ଚମ୍ପଟ ମାରିଛନ୍ତି। ‌ତାଙ୍କର ସନ୍ଧାନ ପାଇଁ ଏବେ ତନାଘନା ଆରମ୍ଭ ହୋଇଛି।

ମେଡିକାଲର ପ୍ରସୂତି ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ମହିଳା କଏଦୀ ଜଣକ ଜେଲ୍ ଗାର୍ଡଙ୍କୁ ଚକମା ଦେଇ ଚମ୍ପଟ ମାରିଥିବା ଜଣାପଡ଼ିଛି । 

ଅଧିକ ପଢ଼ନ୍ତୁ: ଟସ୍ ଜିତିଲା ଟିମ୍ ଇଣ୍ଡିଆ: ପ୍ରଥମେ ବୋଲିଂ ନିଷ୍ପତ୍ତି

ସୂଚନାଯୋଗ୍ୟ, ଚିକିତ୍ସା ପାଇଁ ଚୌଦ୍ଵାର ଜେଲ୍‌ରୁ ଏସସିବି ମେଡିକାଲକୁ ମହିଳା କଏଦୀଙ୍କୁ ଅଣାଯାଇଥିଲା ।

ଅଧିକ ପଢ଼ନ୍ତୁ: ଟିମ ଇଣ୍ଡିଆର ଜର୍ସିରେ ରହିବ ନା ନାହିଁ ପାକିସ୍ତାନର ନାମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe