ମଣିତାପୁରରେ ଫସଲ କ୍ଷୟକ୍ଷତି ଯୋଗୁ ଚାଷୀ ମୃତ୍ୟୁ ଅଭିଯୋଗ

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକଣା ଗ୍ରାମପଞ୍ଚାୟତର ମଣିତାପୁର ଗାଁରୁ ଚାଷୀ ମୃତ୍ୟୁ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଫସଲ କ୍ଷୟକ୍ଷତି ଯୋଗୁ ଚାଷୀଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି...

Allegation of death of farmers due to crop damage

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକଣା ଗ୍ରାମପଞ୍ଚାୟତର ମଣିତାପୁର ଗାଁରୁ ଚାଷୀ ମୃତ୍ୟୁ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଫସଲ କ୍ଷୟକ୍ଷତି ଯୋଗୁ ଚାଷୀଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତ୍ୟୁବରଣ କରିଥିବା ଚାଷୀ ହେଉଛନ୍ତି,  ମଣିରାମ ମହାନ୍ତି। ସେ ଧାନବିଲକୁ ଯାଇଥିବା ବେଳେ ବିଲରେ ହିଁ ଟଳିପଡି ଥିଲେ।

ଅଧିକ ପଢ଼ନ୍ତୁ: ସଫେଇ କେନାଲକୁ ଖସିଲା ୧୦୮ ଆମ୍ବୁଲାନ୍ସ : ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ପରିବାର ଓ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ଲାଗି ବିଞ୍ଝାରପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଅଧିକ ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ରେଳ ଧାରଣାରେ ଜୀବନ ଦେଲେ ମହିଳା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe