Advertisment

Titlagarh Tour Dy Chief Minister ଟିଟିଲାଗଡ଼ ଗସ୍ତ ସମୟରେ ଉପଜିଲ୍ଲାପାଳ ଅନୁପସ୍ଥିତ, ଉପମୁଖ୍ୟମନ୍ତ୍ରୀ ଖପ୍ପା

Advertisment

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଟିଟିଲାଗଡ଼ ଗସ୍ତରେ ଆସିଥିଲେ, ହେଲେ ସେହି ସମୟରେ ଟିଟିଲାଗଡ଼ ଉଜିଲ୍ଲାପାଳ ଅନୁପସ୍ଥିତ ରହିଥିବାରୁ ତାଙ୍କ ଉପରେ ଖପ୍ପା ହୋଇଛନ୍ତି ଉପ ମୁଖ୍ୟମନ୍ତ୍ରୀ।

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଟିଟିଲାଗଡ଼ ଗସ୍ତରେ ଆସିଥିଲେ, ହେଲେ ସେହି ସମୟରେ ଟିଟିଲାଗଡ଼ ଉଜିଲ୍ଲାପାଳ ଅନୁପସ୍ଥିତ ରହିଥିବାରୁ ତାଙ୍କ ଉପରେ ଖପ୍ପା ହୋଇଛନ୍ତି ଉପ ମୁଖ୍ୟମନ୍ତ୍ରୀ।

Untitled

sub collector remain absent during titlagarh tour of dy chief minister Photograph: (SAMBAD.IN)

ବଲାଙ୍ଗୀର: ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଟିଟିଲାଗଡ଼ ଗସ୍ତରେ ଆସିଥିଲେ, ହେଲେ ସେହି ସମୟରେ ଟିଟିଲାଗଡ଼ ଉଜିଲ୍ଲାପାଳ ଅନୁପସ୍ଥିତରହିଥିବାରୁ ତାଙ୍କ ଉପରେ ଖପ୍ପା ହୋଇଛନ୍ତି ଉପ ମୁଖ୍ୟମନ୍ତ୍ରୀ। ତେବେ ଏନେଇ ମୁଁ କହିଲା ପରେ ବି କାହିଁକି ଅନୁପସ୍ଥିତି ରହିଲେ ଉପଜିଲ୍ଲାପାଳ ସେ ନେଇ କୈଫତ ମଗାଯିବ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି କନକ ବର୍ଦ୍ଧନ ସିଂହଦେଓ। ତେବେ ଉପ ମୁଖ୍ୟମନ୍ତ୍ରୀ ଗସ୍ତ ସମୟରେ  ସ୍ଥାନୀୟ ଉପ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ପଦ୍ମନାଭ ସାମନ୍ତରାୟ ଅନୁପସ୍ଥିତ ରହିବା ଘଟଣାକୁ ନେଇ ଅନେକ କଥା ସାମ୍ନାକୁ ଆସୁଛି। 

ଟିଟିଲାଗଡ଼ ଅଞ୍ଚଳରେ ଗ୍ରିଡ ସ୍ଥାପନ ପାଇଁ ଦାବି

ସୂଚନା ମତେ ଟିଟିଲାଗଡ଼ ଅଞ୍ଚଳ ପାଇଁ ଦୀର୍ଘ ଦିନ ଧରି ଏକ ଗ୍ରିଡ ସ୍ଥାପନ ପାଇଁ ଦାବି ହୋଇ ଆସୁଥିବା ବେଳେ ଏବେ ସେଥିଲାଗି ଜାଗା ଚିହ୍ନଟ ସହ ଜଡ଼ିତ ସରକାରୀ କାର୍ଯ୍ୟ ତୁଲାଇବା  ଉପଜିଲ୍ଲାପାଳଙ୍କୁ  ଦାୟିତ୍ୱ ଦିଆ ଯାଇଛି। ହେଲେ ସେ ଉପ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅନୁପସ୍ଥିତ ରହିଥିଲେ। ଏହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି ଟିଟିଲାଗଡ଼ ଉପଖଣ୍ଡରେ।

Teacher Rapes Student ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଶିକ୍ଷକ ଅଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe