କ୍ଲବ୍ କଡ଼ରୁ ଅଜଣା ଯୁବକଙ୍କ ଶବ ଉଦ୍ଧାର

ସୁନ୍ଦରଗଡ଼ ଟାଉନଥାନା ଲୁହୁରାଢିପା କ୍ଲବ ଗୃହ କଡ଼ରୁ ଗୁରୁବାର ସକାଳେ ଜଣେ ଅଜଣା ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି ।  ଯୁବକ କେଉଁଠାରୁ ଆସିଛନ୍ତି ଏବଂ  କେଉଁସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ତାହା ଜଣାପଡିନାହିଁ...

6annzxapa

ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନଥାନା ଲୁହୁରାଢିପା କ୍ଲବ ଗୃହ କଡ଼ରୁ ଗୁରୁବାର ସକାଳେ ଜଣେ ଅଜଣା ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି ।  ଯୁବକ କେଉଁଠାରୁ ଆସିଛନ୍ତି ଏବଂ  କେଉଁସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ତାହା ଜଣାପଡିନାହିଁ।

ଗୁରୁବାର ଭୋରରୁ  ପଡ଼ା ଲୋକେ କ୍ଲବ୍ ପାଖରେ ଯୁବକ ପଡ଼ିଥିବା ଦେଖି କେହି ମାତାଲ ଯୁବକ ଭାବି ଏଡାଇ ଯାଇଥିଲେ। କିନ୍ତୁ ବହୁ ସମୟ ଧରି ଯୁବକ ନ ଉଠିବାରୁ ପୁଲିସକୁ ଖବର ଦେଇଥିଲେ। ପରେ ସେ ମୃତ ବୋଲି ଜଣାପଡ଼ିଥିଲା।

ଅଧିକ ପଢ଼ନ୍ତୁ: ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟା: ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ, ଅଭିଯୁକ୍ତ ଫେରାର

ପୁଲିସ ପକ୍ଷରୁ ଏନେଇ ତଦନ୍ତ ଆରମ୍ଭ ହେବା ସହିତ ଶବ ବ୍ୟବଚ୍ଛେଦ ପାଇଁ ମୃତ ଦେହକୁ ଡାକ୍ତରଖାନାକୁ ପଠାଯାଇଛି।

ଅଧିକ ପଢ଼ନ୍ତୁ: ଧରାପଡ଼ିଲେ ମଦବେପାରୀ: ୨୧୮ ଲିଟର ମହୁଲି ମଦ, ୨ଟି ସ୍କୁଟି ଜବତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe