Strict action against poachers formation of special tax force
ବାରିପଦା: ବନ୍ୟଜନ୍ତୁ ଶିକାରୀମାନଙ୍କ ଘୃଣ୍ୟ କାର୍ଯ୍ୟରେ ଅଙ୍କୁଶ ଲଗାଇବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏଥର ଶିମିଳିପାଳ ଅଭୟାରଣ୍ୟରୁ ବାଘ, ହାତୀ ଶିକାର କଲେ ଆଉ ନିସ୍ତାର ମିଳିବ ନାହିଁ। ବନ ବିଭାଗ ଓ ପୁଲିସର ମିଳିତ ସହଯୋଗରେ ସ୍ପେଶାଲ ଟାକ୍ସ ଫୋର୍ସ ଗଠନ ହୋଇଛି।
ଦକ୍ଷ ପୁଲିସ ଓ ବନ ବିଭାଗ ଅଧିକାରୀଙ୍କୁ ନେଇ ଗଠନ କରାଯାଇଥିବା ଟାକ୍ସ ଫୋର୍ସରେ ଆର୍ମ ଫୋର୍ସକୁ ମଧ୍ଯ ସାମିଲ କରାଯାଇଛି।
ଅଧିକ ପଢ଼ନ୍ତୁ: ସୈଫଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ଏହି ବ୍ୟକ୍ତିଙ୍କୁ ପ୍ରଥମ କଲ୍ କରିଥିଲେ କରୀନା
ଗତ କିଛି ଦିନ ମଧ୍ଯରେ ଲଗାତାର ବାଘ ହତ୍ଯା କରାଯାଇ ଛାଲ ବିକ୍ରି କରାଯାଉଥିବା ଜଣାପଡିବା ପରେ ଡିଆଇଜି ଡକ୍ଟର ସତ୍ୟଜିତ ନାୟକ ଏହି ଟାକ୍ସ ଫୋର୍ସ ଗଠନ କରିଛନ୍ତି।
ଅଧିକ ପଢ଼ନ୍ତୁ: କଟକରେ ବନ୍ଦ ହେବ ୨ଟି ମାଇକ୍ରୋ କମ୍ପୋଷ୍ଟ୍ ପ୍ଲାଣ୍ଟ୍: ହାଇକୋର୍ଟଙ୍କ ନିର୍ଦ୍ଦେଶ
Follow Us