School MDM: ପୋକରା ଚାଉଳରୁ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ୫୦୦ରୁ ଊର୍ଦ୍ଧ୍ବ ପିଲା

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ତୁମୁସିଂହା ପଞ୍ଚାୟତରେ ଛୋଟ ଶିଶୁଙ୍କ ଜୀବନ ସହ ଖେଳl ଯାଉଛି। ୪ମାସ ହେବ ପୋକରା ଚାଉଳରୁ ରନ୍ଧା ଭାତ ଦିଆଯାଉଛି। ପିଏମ୍ ଶ୍ରୀ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ୫ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ପୋକରା ଚାଉଳରୁ ପ୍ରସ୍ତୁତ ଭାତ ଦିଆଯାଉ ଥିବା ଅଭିଯୋଗ ଆସିଛି।

ପଣ୍ଡୁଆ: ଆଜିର ଶିଶୁ ଆଗାମୀ ଦିନର ଭବିଷ୍ୟତ। ଶିଶୁ ହସିଲେ ଦେଶର ବିକାଶ ହେବ। ଶିଶୁର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି। ବିଦ୍ୟାଳୟରେ ପଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେଉଛନ୍ତି। କିନ୍ତୁ କିଛି ସ୍ଥାନରେ ପ୍ରଶାସନିକ ଅବହେଳା କାରଣରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ମନମୁଖୀ କାମ କରୁଛନ୍ତି।

ଆହୁରି ପଢ଼ନ୍ତୁ: Virat Kohli Return India: ଫୁଟବଲ୍ ସମ୍ରାଟଙ୍କୁ ଭେଟିବେ କ୍ରିକେଟ୍ କିଙ୍ଗ୍!:ଲଣ୍ଡନରୁ ଭାରତ ଫେରିଲେ ବିରାଟ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ତୁମୁସିଂହା ପଞ୍ଚାୟତରେ ଛୋଟ ଶିଶୁଙ୍କ ଜୀବନ ସହ ଖେଳl ଯାଉଛି। ୪ମାସ ହେବ ପୋକରା ଚାଉଳରୁ ରନ୍ଧା ଭାତ ଦିଆଯାଉଛି। ପିଏମ୍ ଶ୍ରୀ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ୫ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ପୋକରା ଚାଉଳରୁ ପ୍ରସ୍ତୁତ ଭାତ ଦିଆଯାଉ ଥିବା ଅଭିଯୋଗ ଆସିଛି। ଅଭିଯୋଗ ପାଇ ପରିଦର୍ଶନରେ ଆସିଛନ୍ତି କାମାକ୍ଷାନଗର ସମିତି ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ। ‌ତେବେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ବୁଦ୍ଧିଜୀବୀ ମହଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। 

ଆହୁରି ପଢ଼ନ୍ତୁ: Vande Bharat : ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe