ଯାଜପୁର: ଅନ୍ତର୍ଜାତୀୟ ମହିଳାଦିବସରେ ଆଫସା ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ କେବଳ ମହିଳା ରକ୍ତଦାତାଙ୍କୁ ନେଇ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ୟାସନଗର ସହରର ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଏହି ଶିବିରଅନୁଷ୍ଠିତ ହୋଇଛି।

Advertisment

Untitled

କୋରେଇ ବିଧାୟକ ଆକାଶ ଦାସ ନାୟକ, ସମ୍ବାଦ ଓ କନକ ନ୍ୟୁଜ ସମ୍ପାଦକ ତନୟା ପଟ୍ଟନାୟକ, ସମ୍ବାଦ ଓ କନକ ନ୍ୟୁଜର ବାର୍ତ୍ତା ସମ୍ପାଦକ ଭବାନୀଶଙ୍କର ତ୍ରିପାଠୀ, ମହାରାଜା ଯଯାତି କେଶରୀ ମେଡିକାଲ କଲେଜର ଅଧୀକ୍ଷକ ମନୋରମା ସ୍ୱାଇଁ, ଜ଼ିଲ୍ଲା ପରିଷଦ ସଭାପତି ନଳିନୀପ୍ରଭା ଜେନା, କୋରେଇ ବ୍ଲକ ଅଧକ୍ଷ ଜୟନ୍ତୀ ଦଳାଇ, ବରିଷ୍ଠ କଂଗ୍ରେସ ନେତ୍ରୀ ବନ୍ଦିତା ପରିଡା, ବିଜେଡି ନେତ୍ରୀ ସବିତା ରାଉତ ପ୍ରମୁଖ ସାମିଲ ହୋଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

Headmaster's Extra Maratial Affair ପ୍ରଧାନ ଶିକ୍ଷକଙ୍କ ପରକୀୟା ପ୍ରୀତିର ପ୍ରତିବାଦ: ଜୋତାମାଳ ପିନ୍ଧାଇ ବୁଲାଇଲେ, ୪ ଗିରଫ

ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା

Untitled

 ଆଫସାର ଉପଦେଷ୍ଟା ଆଲେକଜାଣ୍ଡାର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।