ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଶଶୁର ଘର ପଛପଟୁ ଜ୍ବାଇଁ ମୃତଦେହ ଉଦ୍ଧାର

ପାଟଣା : ପାଟଣା ଥାନା ଗଣ୍ଡବେଡ଼ା ଗ୍ରାମରେ ଶ୍ୱଶୁର ଘର ପଛପଟୁ ଜୋଇଁର ମୃତଦେହକୁ ବାଉଁଶ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ଜଣକ ଘଟଗାଁ ଥାନା ପାନପୋଶି ଗ୍ରାମର ବିନୋଦ ବେହେରା। ବିନୋଦ ଦୀର୍ଘ ଦିନ ହେବ ଶ୍ୱଶୁର ଘରେ ରହୁଥିଲାବେଳେ ଗତ ୩ ତାରିଖରୁ ନିଖୋଜ ଥିଲେ। ଗତକାଲି…
ଅଧିକ ଖବର ଦେଖନ୍ତୁ...

ଫସଲ ନଷ୍ଟ କଲେ ହାତୀପଲ

ରାଇସୁଆଁ : ତେଲକୋଇ ରେଞ୍ଜ ଅଧୀନ ବିମଳା ଫରେଷ୍ଟ ସେକ୍ସନର ଝାରବେଡ଼ା ଗ୍ରାମର ଗୁରୁଚରଣ ନାୟକଙ୍କର ଜମିରେ ଗତ ୧ ତାରିଖ ବିଳମ୍ବିତ ରାତ୍ରିରେ ୭ ଟିକିଆ ହାତୀପଲ ପଶି ଧାନ ଫସଲ ନଷ୍ଟ କରି ଦେଇଛନ୍ତି। ତାଙ୍କ ଗାଡ଼ିଆ ଚକ ୫୦ ଡିସିମିଲ ଜମିରେ ଧାନ ଫସଲକୁ ଖାଇବା ସହିତ ଦଳିଚକଟି ଦେଇଛନ୍ତି। ସେ ‌ଜଣେ…
ଅଧିକ ଖବର ଦେଖନ୍ତୁ...

ପିପିଳିଆରେ ଜମୁଛି ଦେଶ କରମ ପରବ, ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ

ଘଟଗାଁ/ଢେଙ୍କିକୋଟ : ଘଟଗାଁ ବ୍ଲକ ପିପିଳିଆ ଠାରେ ଆୟୋଜିତ ଦେଶ କରମ୍ ପରବ ଜମୁଛି। ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଗୁରୁବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଝୁମର ଗୀତର ତାଳେତାଳେ ନୃତ୍ୟ ପରିବେଷଣ କରିଥିଲେ। ଯାହା ଦର୍ଶକଙ୍କୁ ବେଶ…
ଅଧିକ ଖବର ଦେଖନ୍ତୁ...

ଦେଶକରମ ପରବ: ଓଡ଼ିଶାର ସକ୍ରିୟ ସଦସ୍ୟଙ୍କ ପରଲୋକ, ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥଗିତ

କେନ୍ଦୁଝର: ଘଟଗାଁ ବ୍ଲକ ପିପିଳିଆଠାରେ ଚାଲିଥିବା ଦେଶକରମ ପରବ ପାଇଁ ଆଜିଥିଲା ଦୁଃଖର ଦିନ। ଦେଶକରମ ପରବର ପଞ୍ଚମ ଦିନ ଜାୱାବେଢା ପରେ ପରେ ଜଣେ ସକ୍ରିୟ ସଦସ୍ଯ ଖଗେଶ୍ବର ମହାନ୍ତଙ୍କ ଅକାଳ ବିୟୋଗ ଖବର ଆସିବାରୁ ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥଗିତ ରଖି ତାଙ୍କର ଆତ୍ମାର ସଦ୍ଗତି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ଦୁର୍ଗାମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ, ମା’ଙ୍କଠୁ ନେଲେ ଆଶୀର୍ବାଦ

ଭୁବନେଶ୍ବର: ପବିତ୍ର ନବରାତ୍ରୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିବା ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ମହାନବମୀରେ କେନ୍ଦ୍ରମନ୍ତ୍ରୀ ମା’ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀ ପ୍ରଧାନ ଆଜି…
ଅଧିକ ଖବର ଦେଖନ୍ତୁ...

ଆରପାରିରେ ‘କେନ୍ଦୁଝର ଟୋକା’ର ଗାୟକ

ବଡ଼ବିଲ : ଲୋକପ୍ରିୟ ‘କେନ୍ଦୁଝର ଟୋକା’ ଗୀତ ଗାଇ କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚାକୁ ଆସିଥିବା ବିଶ୍ବଜିତ ସିଦୁ ଓରଫ (ବଜରଙ୍ଗୀ)ଙ୍କ ୩୪ ବର୍ଷ ବୟସରରେ ପରଲୋକ ଘଟିଛି। ସେ ପୂର୍ବତନ ଚମ୍ପୁଆ ବିଧାୟକ ତଥା ବିଜେଡି ରାଜ୍ୟ ସମ୍ପାଦକ ଧନୁର୍ଜୟ ସିଦୁ ଓ ସରସ୍ୱତୀ ସିଦୁଙ୍କ ଏକମାତ୍ର ପୁତ୍ର।…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ କଲବଲ କରି ମାରିଲେ

କେନ୍ଦୁଝର : ସାମାନ୍ୟ ମାର୍‌ପିଟ୍‌କୁ କେନ୍ଦ୍ରକରି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ହୁଣ୍ଡୁଳା ଗ୍ରାମରେ ଜଣେ ଯୁବକଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତ ଜଣଙ୍କ ହେଲେ ସେହି ଗ୍ରାମର ପ୍ରଣବ ମହାନ୍ତ (୨୫)। ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ପ୍ରଣବଙ୍କ ଘରେ ପଶି…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ମୃତ

ପାଣିକୋଇଲି : କୋରେଇ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷା କଲ୍ୟାଣୀ ମାଝୀଙ୍କ ସ୍ବାମୀ ପ୍ରଫୁଲ୍ଲ ମାଝୀ(୫୦)ଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତ କେଉଟନଗୁଆଁ ଗ୍ରାମର ସୁନେଇ ମାଝୀଙ୍କ ପୁଅ ପ୍ରଫୁଲ୍ଲ ଗତ ଶନିବାର ରାତିରେ କୁଆଖିଆ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ପିଟି ଲହୁଲୁହାଣ ପରେ ହତ୍ୟା

କେନ୍ଦୁଝର: ସାମାନ୍ୟ ମାର୍‌ପିଟ୍‌କୁ କେନ୍ଦ୍ରକରି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ହୁଣ୍ଡୁଳା ଗ୍ରାମରେ ଜଣେ ଯୁବକଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତ ଜଣଙ୍କ ହେଲେ ସେହି ଗ୍ରାମର ପ୍ରଣବ ମହାନ୍ତ (୨୫)। ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ପ୍ରଣବଙ୍କ ଘରେ ପଶି ଲଙ୍କାଧୂଆଁ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ

ଆନନ୍ଦପୁର : ଆନନ୍ଦପୁର ଥାନା ଫକୀରପୁରଛକରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଯୁବକ ଗୁରୁତର ‌ହୋଇଛନ୍ତି। ମୃତକ ଜଣଙ୍କ ହେଲେ ତରତରା ଗ୍ରାମର ଆଶିଷ କୁମାର ବେହେରା (୪୦)। ଆଜି ଦିନ ପ୍ରାୟ ଗୋଟାଏ ବେଳେ ଆଶିଷ ବାଇକ୍‌ରେ ଆସୁଥିବା ବେଳେ ସମ୍ମୁଖରୁ ଅନ୍ୟ ଏକ…
ଅଧିକ ଖବର ଦେଖନ୍ତୁ...