ମାଲାକନଗିରିରୁ ରାୟପୁରକୁ ଗଂଜେଇ ଚାଲାଣ; ଭାୟା ସୁକମା ଦେଇ ବେପାର

Advertisment

ମାଲକାନଗିରି ଜିଲ୍ଲାକୁ ଲାଗି ଛତିଶଗଡ଼ ରହିଥିବା ବେଳେ ବହୁ ଚୋରା ବାଟ ରହିଛି। ଯାହାଫଳରେ ଗଂଜେଇ ମାଫିଆମାନେ ସହଜରେ ଗଂଜେଇ ରାଜ୍ୟ ପାର କରିବାରେ ସଫଳ ହୋଇପାରୁଛନ୍ତି। ଏଭଳି ଏକ ସଦ୍ୟତମ ଘଟଣାକ୍ରମରେ ମାଲକାନଗିରି ଜିଲ୍ଲାର ଜଣେ ଗଂଜେଇ ଚାଲାଣକାରୀକୁ ସୁକମା ପୁଲିସ ଗିରଫ କରିଛି।

Mkg Ganja jabat , 1 arresteed (2)

ମାଲକାନଗିରି: ମାଲକାନଗିରି ଜିଲ୍ଲାରୁ ଗଂଜେଇ ସହଜରେ ଛତିଶଗଡକୁ ଚାଲାଣ ହୋଇପାରୁଛି। ମାଲକାନଗିରି ଜିଲ୍ଲାକୁ ଲାଗି ଛତିଶଗଡ଼ ରହିଥିବା ବେଳେ ବହୁ ଚୋରା ବାଟ ରହିଛି। ଯାହାଫଳରେ ଗଂଜେଇ ମାଫିଆମାନେ ସହଜରେ ଗଂଜେଇ ରାଜ୍ୟ ପାର କରିବାରେ ସଫଳ ହୋଇପାରୁଛନ୍ତି। ଏଭଳି ଏକ ସଦ୍ୟତମ ଘଟଣାକ୍ରମରେ ମାଲକାନଗିରି ଜିଲ୍ଲାର ଜଣେ ଗଂଜେଇ ଚାଲାଣକାରୀକୁ ସୁକମା ପୁଲିସ ଗିରଫ କରିଛି।

ଏହି ଖବର ପଢ଼ନ୍ତୁ: ‘ଠିକ୍‌ ସମୟରେ କାମ ନସରିଲେ ହେବ କାର୍ଯ୍ୟାନୁଷ୍ଠାନ’

ବିଶେଷ ସୂତ୍ରରୁ ସୁକମା ପୁଲିସ ଖବର ପାଇଥିଲା ଯେ ମାଲାକନଗିରିରୁ ଗଂଜେଇ ଚୋରା ବାଟ ଦେଇ ରାୟପୁରକୁ ଗଂଜେଇ ଚାଲାଣ କରାଯାଉଛି। ତୁରନ୍ତ ପୁଲିସ ପେଟ୍ରୋଲିଂ କରି ବିଭିନ୍ନ ସ୍ଥାନରେ ଯାଞ୍ଚ ଅଭିଯାନକୁ ଜୋରଦାର କରିଥିଲା। ମାଲକାନଗିରିରୁ ଜଣେ ବ୍ୟକ୍ତି ଓଡି-୩୦-ଏଫ-୨୯୫୯ ନମ୍ବର ବଶିଷ୍ଟ ଏକ କଳା ରଙ୍ଗର ମଟର ସାଇକେଲରେ ଯାଉଥିବା ବେଳେ ପଛପଟେ ପଠିରେ ଏକ ବ୍ୟାଗକୁ ଓଳାଇଥିଲା।

ଏହି ଖବର ପଢ଼ନ୍ତୁ: ଜେପିସିକୁ ଗଲା 'ଏକ ଦେଶ, ଏକ ନିର୍ବାଚନ' ବିଲ୍

ବିଶେଷ ସୂତ୍ରରୁ ସୁକମା ପୁଲିସ ଖବର ପାଇଥିଲା ଯେ ମାଲାକନଗିରିରୁ ଗଂଜେଇ ଚୋରା ବାଟ ଦେଇ ରାୟପୁରକୁ ଗଂଜେଇ ଚାଲାଣ କରାଯାଉଛି। ତୁରନ୍ତ ପୁଲିସ ପେଟ୍ରୋଲିଂ କରି ବିଭିନ୍ନ ସ୍ଥାନରେ ଯାଞ୍ଚ ଅଭିଯାନକୁ ଜୋରଦାର କରିଥିଲା। ମାଲକାନଗିରିରୁ ଜଣେ ବ୍ୟକ୍ତି ଓଡି-୩୦-ଏଫ-୨୯୫୯ ନମ୍ବର ବଶିଷ୍ଟ ଏକ କଳା ରଙ୍ଗର ମଟର ସାଇକେଲରେ ଯାଉଥିବା ବେଳେ ପଛପଟେ ପଠିରେ ଏକ ବ୍ୟାଗକୁ ଓଳାଇଥିଲା।

ଏହି ଖବର ପଢ଼ନ୍ତୁ: ଆମେରିକାକୁ ଖାତିର ନ କରି ଏର୍ଦୋଗନଙ୍କ ଆକ୍ରମଣ ଯୋଜନା

ପୁଲିସ ସେହି ବ୍ୟକ୍ତିକୁ ଅଟକାଇ ବ୍ୟାଗଙ୍କୁ ଯାଞ୍ଚ କରିବା ପରେ ସେଥିରେ ୫ଟି ପ୍ୟାକେଟ ଗଂଜେଇ ରହିଥିଲା। ମୋଟ ୧୧ କିଲୋ ଗଂଜେଇ ରହିଥିବା ପୁଲିସ ଜାଣିବାକୁ ପାଇଥିଲା। ଗଂଜେଇ ଚାଲାଣ କରୁଥିବା ବ୍ୟକ୍ତି ଜଣକ ତଣ୍ଡକି ପଞ୍ଚାୟତର ବୁରୁଦି ଗ୍ରାମର ଟୋକଡୁ ମାଢି(୩୯) ବୋଲି ଜଣାପଡିଛି। ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ଏହି ଖବର ପଢ଼ନ୍ତୁ: ବର୍ତ୍ତି ପାରିବେନି ଆପାର୍ଟମେଂଟ୍‌ ଲୁଟେରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe