ରଣା ସାପ କାମୁଡ଼ାରେ ନାବାଳକଙ୍କ ମୃତ୍ୟୁ

ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ପାଣିଶିଆଳି ଗ୍ରାମରେ ଜଗବନ୍ଧୁ ବେହେରାଙ୍କ ପୁତ୍ର ମନୋରଞ୍ଜନ ବେହେରାଙ୍କର ରଣା ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମନୋରଞ୍ଜନ ଶୋଇଥିବା ସମୟରେ ରଣା ସାପ କାମୁଡ଼ିଥିଲା...

chiti

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ପାଣିଶିଆଳି ଗ୍ରାମରେ ଜଗବନ୍ଧୁ ବେହେରାଙ୍କ ପୁତ୍ର ମନୋରଞ୍ଜନ ବେହେରାଙ୍କର ରଣା ସାପ କାମୁଡ଼ାରେ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ମନୋରଞ୍ଜନ ଶୋଇଥିବା ସମୟରେ ରଣା ସାପ କାମୁଡ଼ିଥିଲା। କିଛି ସମୟ ପରେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

 ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ଅଧିକ ପଢ଼ନ୍ତୁ:ଢାବା ମାଲିକଙ୍କ ଉପରେ ମାଡ଼ିଗଲା ଟ୍ରକ୍

ଅଧିକ ପଢ଼ନ୍ତୁ:କାନ୍ଥ ପଡ଼ି ଜେଜେ ମା’ମୃତ, ନାତୁଣୀ ଗୁରୁତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe