ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ସତ୍ୟବାଦୀରେ ଘରୋଇ ନର୍ସିଂ ହୋମ ସିଲ

ପୁରୀ: କୋଭିଡ-୧୯ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ଗୁରୁବାର ଜିଲ୍ଲା ଜନ ସ୍ୱାସ୍ଥ୍ୟ ବିଭାଗର ସୁପରିଣ୍ଡେଡେଣ୍ଟ ଇନ ଚାର୍ଜ ଡାକ୍ତର ବିରଜା ଶଙ୍କର ରଥଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ସତ୍ୟବାଦୀସ୍ଥିତ ଗୋପୀନାଥ ନର୍ସିଙ୍ଗ ହୋମ ଚଢ଼ାଉ କରିଥିଲେ । ଚଢ଼ାଉ କରି ଯାଞ୍ଚ କରୁଥିବା ସମୟରେ ନର୍ସିଙ୍ଗ…
ଅଧିକ ଖବର ଦେଖନ୍ତୁ...

୫ ଶହ ଟପିଲା ବାଲେଶ୍ବର, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ କରୋନା ପଜିଟିଭ୍ ଏଯାବତ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ସର୍ବାଧିକ ୭୫୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୨୪୭ଜଣ ସ୍ଥାନୀୟ ସଂକ୍ରମିତ ଥିବା…
ଅଧିକ ଖବର ଦେଖନ୍ତୁ...

ରତ୍ନ ସିଂହାସନରେ ପଛପାଖରେ ଗାତ! ଚୋରି ‌ହୋଇନି ତ ଶାଳଗ୍ରାମ?

ପୁରୀ : ରତ୍ନ ସିଂହାସନର ପଦ୍ମ ପାଖୁଡାରୁ ପଥର ଅପସାରଣ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଥମିନି। ଏମିତି ସମୟରେ ପୁଣି ଏକ ଚାଞ୍ଚଲ୍ୟକର ଅଭିଯୋଗ ସାମ୍ନାକୁ ଆସୁଛି। ମହାପ୍ରଭୁଙ୍କ ସିଂହାସନ ପଛ ଭାଗ ଚଟାଣରେ ଏକାଧିକ ଗର୍ତ୍ତ କରାଯାଇଥିବା ଅଭିଯୋଗ ହୋଇଛି। ଡ୍ରିଲ କରାଯାଇ ଏହି ଗାତ ହୋଇଛି ଓ ପରେ…
ଅଧିକ ଖବର ଦେଖନ୍ତୁ...

୫ଶହ ଟପିଲା ସୁନ୍ଦରଗଡ଼, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ କରୋନା ପଜିଟିଭ୍ ଏଯାବତ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୫୭୭ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୨୦୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୧୬ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୬୧ଜଣ…
ଅଧିକ ଖବର ଦେଖନ୍ତୁ...

ରତ୍ନସିଂହାସନ ପଦ୍ମପାଖୁଡ଼ାରୁ ପଥର ଅପସାରଣକୁ ନେଇ ବିବାଦ : ମଗାହେଲା ରତ୍ନ ସିଂହାସନର ପୁରୁଣା ଫଟୋ

୪୬ ବର୍ଷ ହେଲା ଏଏସ୍‌ଆଇ ନେଲାଣି ଶ୍ରୀମନ୍ଦିର ଦା‌ୟିତ୍ବ ଶ୍ରୀମନ୍ଦିରରୁ ବାହାରୁଥିବା ପଥର ଓ ଦୁର୍ଲଭ ମୂର୍ତ୍ତିର ହିସାବ ନାହିଁ ପୁରୀ : ମହାପ୍ରଭୁଙ୍କ ରତ୍ନ ସିଂହାସନର ପଦ୍ମ ପାଖୁଡ଼ାରୁ ପଥର ଅପସାରଣକୁ ନେଇ ବିବାଦ ମୁଣ୍ଡ ଟେକିଛି। ବିବାଦକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଏବେ ବି ସଂକ୍ରମିତଙ୍କ ସଂଖ୍ୟାରେ ଗଞ୍ଜାମ ଜିଲ୍ଲା ଶୀର୍ଷରେ, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରୁ କେତେଜଣ କରୋନା ପଜିଟିଭ୍…

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୫୨୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୬ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ରତ୍ନ ସିଂହାସନ ପଦ୍ମ ପାଖୁଡ଼ାରୁ ପଥର ଗାଏବ!

ପୁରୀ: ରଥଯାତ୍ରାକୁ ନେଇ ବିତର୍କ ଶେଷ ହୋଇନାହିଁ, ଏଭଳି ସମୟରେ ଶ୍ରୀମନ୍ଦିରକୁ ନେଇ ପୁଣି ଏକ ସାଂଘାତିକ ଅଭିଯୋଗ ଆସିଛି। ମହାପ୍ରଭୁଙ୍କ ରତ୍ନ ସିଂହାସନରୁ କିଛି ପଥର ଅପସାରଣ କରାଯାଇଥିବା ନେଇ ସେବକ ଇପ୍‌ସିତ ପ୍ରତିହାରୀ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ସିଧା ସିଧା କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ମହାପ୍ରସାଦ ଦରରେ ଲାଗୁନି ଲଗାମ: ଦୁଇବର୍ଷ ବିତିଲା, କାର୍ଯ୍ୟକାରୀ ହେଲାନି ଦର ତାଲିକା

ପୁରୀ: ମହାପ୍ରସାଦ ମହାପ୍ରଭୁଙ୍କ ତୁଲ୍ୟ। କରୋନା କଟକଣା ପାଇଁ ମହାପ୍ରଭୁଙ୍କୁ ଦେଖି ପାରୁନଥିବା ଭକ୍ତମାନେ ମହାପ୍ରସାଦ ପାଇ ଆତ୍ମତୃପ୍ତି ଲାଭ କରୁଛନ୍ତି। କିନ୍ତୁ ମହାପ୍ରସାଦ ଦର ଯେଉଁ ଭଳି ବଢ଼ିଚାଲିଛି, ଭକ୍ତମାନେ ହତାଶ ହେଲେଣି। ତଥାପି ମହାପ୍ରଭୁଙ୍କ ପ୍ରତି ଅଗାଧ ବିଶ୍ବାସ ଓ ନିଷ୍ଠା…
ଅଧିକ ଖବର ଦେଖନ୍ତୁ...

ସ୍ବର୍ଗଦ୍ବାରରେ ବିଷ୍ଣୁଙ୍କ ଅନ୍ତିମ ସଂସ୍କାର

ପୁରୀ/ଜଗତସିଂହପୁର: ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ମରଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି। ପୁରୀ ସ୍ବର୍ଗଦ୍ବାର ଠାରେ ରାଷ୍ଟ୍ରୀୟ ମର୍ଯାଦା ସହ ସ୍ବର୍ଗତ ଦାସଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଶ୍ରୀ ଦାସଙ୍କ ପୁଅ ବିଜୟ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ଦାସ…
ଅଧିକ ଖବର ଦେଖନ୍ତୁ...

ବାହାର ଜିଲ୍ଲା ଲୋକଙ୍କୁ ସ୍ବର୍ଗଦ୍ବାର ମନା

ପୁରୀ: ବାହାର ଜିଲ୍ଲା ଲୋକଙ୍କୁ ସ୍ବର୍ଗଦ୍ବାରରେ ଶବ ସତ୍କାର ଉପରେ କଟକଣା ଲଗାଯାଇଛି। ଜିଲ୍ଲା ବାହାରୁ ଯେଉଁ ଆତ୍ମୀୟସ୍ବଜନ ମୃତକଙ୍କୁ ନେଇ ସ୍ବର୍ଗଦ୍ବାର ଆସୁଥିଲେ, ସେମାନଙ୍କୁ ଆଜି ଠାରୁ ଜିଲ୍ଲା ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବନି। କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...