ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

୧୯୯୯ ମସିହାର ପୁନରାବୃତ୍ତି ! ଦିନ ଥାଉଥାଉ ମାଡି ଆସିଲା କୁହୁଡି, ଲୋକେ ଆତଙ୍କିତ ! ଝରିପୋକ ଓ କଳା ପିମ୍ପୁଡି…

ଅସ୍ତରଙ୍ଗ: ଅସ୍ତରଙ୍ଗ ସମୁଦ୍ର କୂଳକୁ  କୁହୁଡି ମାଡି ଆସୁଛି। ସମୁଦ୍ର କୂଳର ଅତିନିକଟରେ ବସବାସ କରୁଥିବା ଲୋକ ଏହି କୁହୁଡିକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି। ସନ୍ଧ୍ୟା ହେବା ମାତ୍ରେ ଚାରିଆଡେ ଅନ୍ଧକାର ହୋଇଯାଉଛି। ଅସ୍ତରଙ୍ଗ ଉପକୂଳରେ ପ୍ରାୟ ୧୦ ଘଣ୍ଟା କୁହୁଡିର ପ୍ରଭାବ ରହି ଆଜି ସକାଳ ୯ଟାରେ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କୁ କ୍ଷମା ମାଗିଲେ କଂସ

ପୁରୀ : ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ବର ପ୍ରଧାନ ପରମ୍ପରା ମୁତାବକ ଆଜି ଶ୍ରୀକ୍ଷେତ୍ର ଆସି ମହୋଦଧିରେ ବୁଡ଼ ପକାଇଛନ୍ତି। ଗତକାଲି କଂସ ନିଧନ ହେବା ପରେ ଶ୍ରୀ ପ୍ରଧାନ ପୁରୀ ଅଭିମୁଖେ ବାହାରି ଆସିଥିଲେ। ଆଜି ପୂର୍ବାହ୍ନ‌ରେ ମହୋଦଧିରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜିଉଙ୍କ ବନକଲାଗି ଆଜି : ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ : ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଦ୍ବିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥି ପାଇଁ ଅପରାହ୍ନ ୪ଟା୩୦ରୁ…
ଅଧିକ ଖବର ଦେଖନ୍ତୁ...

ସଂସ୍କାର ଦେଖାଇଲେ ମୁସଲମାନ ମହିଳା : ସିଂହଦ୍ବାରରୁ ରହିଗଲେ

ପୁରୀ : ମୁସଲମାନ ମହିଳା ହେଲେ ବି ସେ ଦେଖାଇଛନ୍ତି ତାଙ୍କର ସଂସ୍କାର। ହିନ୍ଦୁ ଧର୍ମ ପ୍ରତି ତାଙ୍କର ସମ୍ମାନ ଓ ଆଦରକୁ ପ୍ରତିପାଦିତ କରିଛନ୍ତି। ଗୋଟିଏ ଗୋଷ୍ଠୀ ହୋଇ ହିନ୍ଦୁ ଓ ମୁସଲମାନ ମହିଳାମାନେ ପୁରୀ ଆସିଥିଲେ। ଶ୍ରୀମନ୍ଦିର ପର୍ଯ୍ୟନ୍ତ ବି ଗଲେ। ହିନ୍ଦୁମାନେ ଶ୍ରୀମନ୍ଦିରକୁ ପଶିଲେ,…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା କଲେ ଦୁର୍ବୃତ୍ତ

ପୁରୀ: ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ଥେଣ୍ଟପୁର ଅଞ୍ଚଳରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକକୁ ଗୋଡାଇ ଗୋଡାଇ ପ୍ରାୟ ୭ଜଣ ଦୁର୍ବୃତ୍ତ ହତ୍ୟା କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କିଛିଦିନ ତଳେ ଜୟକୃଷ୍ଣ ପ୍ରଧାନ ଓ ତାଙ୍କ ଭାଉଜ ଏକ ଦୁର୍ଘଟଣାରେ ଆହତ ହୋଇଥିଲେ। ଏନେଇ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ପବିତ୍ର ପୂଷ୍ୟାଭିଷେକ ନୀତି : ସୁନା ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ :‌ ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଆଜି ପବିତ୍ର ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଥିବା ବେଳେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବିଧି ଅନୁଯାୟୀ, ଗତରାତିରେ ଚନ୍ଦନ ଲାଗି ବଢ଼ିବା ପରେ ଭୋଗମଣ୍ଡପ ଘର ଆଗରୁ ଧୋପଖାଳ ହୋଇ ଚାନ୍ଦ ବନ୍ଧା ଯାଇଥିଲା ଏବଂ…
ଅଧିକ ଖବର ଦେଖନ୍ତୁ...

ସ୍ପେଶାଲ ବ୍ରାଞ୍ଚ କହି ଘରେ ଧସେଇ ପଶିଲେ : ପିଟିଲେ, ବନ୍ଧୁକ ଦେଖାଇ ଲୁଟିଲେ

ପୁରୀ : ସ୍ପେଶାଲ୍‌ ଫୋର୍ସ କହି ଘରେ ପଶିଲେ, ଆପତ୍ତି କରିବାରୁ ପିଟିଲେ। ବନ୍ଧୁକ ମୁନରେ ଏନ୍‌କାଉଣ୍ଟର ଭୟ ଦେଖାଇ କାର ସମେତ ଲକ୍ଷାଧିକ ଟଙ୍କା, ଅନ୍ୟାନ୍ୟ ସାମଗ୍ରୀ ତଥା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଲୁଟି ନେଲେ। ପୁରୀ ସଦର ଥାନା ଅନ୍ତର୍ଗତ ସ୍ବାନ୍‌ ରିଗଲ୍‌ ଆପାର୍ଟମେଣ୍ଟରେ ଘଟିଥିବା ଏହି…
ଅଧିକ ଖବର ଦେଖନ୍ତୁ...

ଦଇତା ନିଯୋଗ ନିର୍ବାଚନ : ୩୩ ପ୍ରାର୍ଥୀପତ୍ରରୁ ୨୪ କାଏମ

ପୁରୀ :‌ ଶ୍ରୀମନ୍ଦିର ଦଇତାପତି ନିଯୋଗ ନିର୍ବାଚନ ଚଳିତ ମାସ ୨୮ରେ ହେବ। ଏଥିପାଇଁ ଗତକାଲିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା। ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।ଦାଖଲ ହୋଇଥିବା ୩୩ ପ୍ରାର୍ଥିପତ୍ରରୁ ଆଜି ୨୪ଜଣ ପ୍ରାର୍ଥୀଙ୍କ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ପୂଷ୍ୟାଭିଷେକ ପୂର୍ଣ୍ଣିମା ଆଜି : ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ :‌ ଆସନ୍ତାକାଲି ଶ୍ରୀମନ୍ଦିରରେ ଦେବାଭିଷେକ ତଥା ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେଉଛି। ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ କରି…
ଅଧିକ ଖବର ଦେଖନ୍ତୁ...

ପୀରଜାହାନିଆ ବେଳାଭୂମିରେ ଅଘଟଣ : ସମୁଦ୍ରରେ ବୁଡ଼ି ୩ ଛାତ୍ର ମୃତ

ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗର ପୀରଜାହାନିଆ ବେଳାଭୂମିରେ ଆଜି ଅଘଟଣ ଘଟିଛି। ବଣଭୋଜି କରିବାକୁ ଆସିଥିବ‌ା ଭୁବନେଶ୍ବରର ଏକ ଘରୋଇ ଇଂଜିନିୟରିଂ କ‌ଲେଜର କିଛି ଛାତ୍ର ସମୁଦ୍ରରେ ଗାଧୋଉଥିବା ବେଳେ ୫ ଜଣ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇ ଯାଇଥିବା…
ଅଧିକ ଖବର ଦେଖନ୍ତୁ...