ରାୟଗଡ଼ା: ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡିଗ୍ରି ଶେଷ ବର୍ଷ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛିI ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ଜଣଙ୍କ ହେଲେ ଲିଜା ପୀଡ଼ିକାକା (୨୦)I ତାଙ୍କ ଘର ମୁନିଗୁଡା ଥାନା ନିଆଳି ଗ୍ରାମ ବୋଲି ଜଣାପଡିଛି I
ଆହୁରି ପଢ଼ନ୍ତୁ: Ashwini Vaishnaw: ରେଳ କର୍ମଚାରୀଙ୍କୁ ପ୍ରଶଂସା କରି ଦୀପାବଳିର ଶୁଭେଚ୍ଛା ଜଣାଇଲେ ଅଶ୍ବିନୀ ବୈଷ୍ଣବ
ଲିଜା ରାୟଗଡ଼ା ଗାନ୍ଧୀନଗର ୪ର୍ଥ ଲାଇନରେ ରହୁଥିଲେI ପ୍ରାରମ୍ଭିକ ସୂଚନା ଅନୁଯାୟୀ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛିI କିନ୍ତୁ ଲିଜା କେଉଁ କାରଣରୁ ଆତ୍ମହତ୍ୟା କରିଲେ ତାହା ସ୍ପଷ୍ଟ ହୋଇନାହିଁI ରାୟଗଡ଼ା ଥାନା ପୁଲିସ ଏନେଇ ତଦନ୍ତ କରୁଛିI
Rayagada | dead
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/19/dead-2025-10-19-19-37-58.jpg)