ସମିତି ସଭ୍ୟାଙ୍କ ଇସ୍ତଫା

ଚନ୍ଦାହାଣ୍ଡି ବ୍ଲକ୍ ଅଧିନସ୍ଥ ଧୋଡ଼ିପାଣି ଏବଂ କୁହୁଡି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି...

Resignation of members of the samiti

Resignation of members of the samiti Photograph: (sambad.in)

ଚନ୍ଦାହାଣ୍ଡି:ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ୍ ଅଧିନସ୍ଥ ଧୋଡ଼ିପାଣି ଏବଂ କୁହୁଡି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଭାନୁମତି ମାଝୀ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକଙ୍କୁ ପ୍ରଦାନ କରିଛନ୍ତି। 

ଇସ୍ତଫା ପତ୍ରରେ ନିଜ ବ୍ୟକ୍ତିଗତ ସମସ୍ୟା ଯୋଗୁ ଇସ୍ତଫା ଦେଉଥିବା ସେ ଉଲ୍ଲେଖ କରିଛନ୍ତି।

 ଅଧିକ ପଢ଼ନ୍ତୁ: ଯୁବକଙ୍କ ନିଆରା ଉଦ୍ୟମ: ମଣ୍ଡିରେ ଧାନ ବିକ୍ରି କରି ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ବାଣ୍ଟିଲେ


ପ୍ରକାଶ ଥାଉକି ଶ୍ରୀମତୀ ମାଝୀ ୨୦୨୨ମସିହାରେ ଧୋଡ଼ିପାଣି ଏବଂ କୁହୁଡି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ।

 ଅଧିକ ପଢ଼ନ୍ତୁ: ମହାକୁମ୍ଭରେ ସନ୍ୟାସ ଗ୍ରହଣ କଲେ ଶହ ଶହ ଲୋକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe