ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ନକଲି ସ୍କୁଲ୍ ଲିଭିଂ ସାର୍ଟିଫିକେଟ୍ ନେଇ ଅଭିଯୋଗ  

ଯୁଯୁମୁରା: ନକଲି ସ୍କୁଲ ଲିଭିଂ ସାର୍ଟିଫିକେଟ ଜାରି କରାଯାଇଥିବା ନେଇ ନେଇ କଂଗ୍ରେସ ନେତା ଆସଫ ଅଲିଖାନ୍‌ ଯୁଯୁମୁରା ବିଇଓ ଉଜାଗର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଅଭିଯୋଗରେ କହିଛନ୍ତି ଯେ, ରେଢ଼ାଖୋଲ ବ୍ଲକ୍‌ ଅନ୍ତର୍ଗତ ପୁରୁଣାଗଡ଼ ନିବାସୀ ସ୍ବପ୍ନେଶ୍ବର ବେହେରାଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି: ରାଉରକେଲା ଓ ଭୁବନେଶ୍ୱର ସମେତ ଛଅଟି ସ୍ଥାନରେ ଏକକାଳୀନ ଚଢ଼ଉ

ରାଉରକେଲା/ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ରାଉରକେଲା ଆରଡବଲୁ ଡିଭିଜନରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିବା ନନ୍ଦୀ କିଶୋର ନାଥ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର କାର୍ଯ୍ୟାଳୟ ଓ ବାସଭବନ ସମେତ ଛଅଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରମୁହାଁ ରୋହିତ ପୂଜାରୀ

ସମ୍ବଲପୁର : ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀଙ୍କୁ ନେଇ ଏବେ ସମ୍ବଲପୁରରେ ଜୋରଦାର ଚର୍ଚ୍ଚା ଚାଲିଛି। ନିଜ ରେଢ଼ାଖୋଲ ବିଧାନସଭା ଆସନ ଛାଡ଼ି ସେ ଏବେ ସମ୍ବଲପୁର ପ୍ରତି ଅଧିକ ଆଗ୍ରହ ଦେଖାଉ ଥିବା ଦେଖିବାକୁ ମିଳିଛି। ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ୪ଟି ବିଧାନସଭା କ୍ଷେତ୍ର…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଯୋଗଦେଲେ ନୂଆ କୁଳପତି

ସମ୍ବଲପୁର : ନବନିଯୁକ୍ତ କୁଳପତି ପ୍ର‌ଫେସର ବିଧୁଭୂଷଣ ମିଶ୍ର ‌ସୋମବାର ଦିନ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି। କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଗତକାଲି ପ୍ରଫେସର ମିଶ୍ରଙ୍କୁ ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ଦେଇଥିଲେ। ସୋମବାର…
ଅଧିକ ଖବର ଦେଖନ୍ତୁ...

ବରେଇପାଲି ଥାନା ଉଦ୍‌ଘାଟିତ

ସମ୍ବଲପୁର: ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେଇ ଗତବର୍ଷ ରାଜ୍ୟରେ ୩୬ ନୂତନ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଥିଲେ। ସୋମବାର ଅପରାହ୍ଣରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ଭାବେ ଅନୁମୋଦିତ ଏହି ଥାନାଗୁଡ଼ିକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦରେ ଜଳଭଣ୍ଡାରରେ ପକ୍ଷୀ ଗଣନା

ସମ୍ବଲପୁର: ଆଜି ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଅନୁଷ୍ଠିତ ହୋଇଛି। ସମ୍ବଲପୁର, ଝାରସୁଗଡ଼ା ଓ ବରଗଡ଼ ଜିଲ୍ଲା‌ରେ ବ୍ୟାପିଥିବା ହୀରାକୁଦ ଜଳଭଣ୍ଡାର ଓ ନିକଟସ୍ଥ ଜଳାଶୟଗୁଡ଼ିକରେ ଏହି ପକ୍ଷୀ ଗଣନା କରାଯାଇଛି। ଏଥିପାଇଁ ହୀରାକୁଦ ମୁଖ୍ୟବନ୍ଧଠାରୁ ଆରମ୍ଭ କରି ଛତିଶଗଡ଼ ସୀମା ପର୍ଯ୍ୟନ୍ତ ସମଗ୍ର…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧ ଦମ୍ପତିଙ୍କ ଶୁଦ୍ଧିକ୍ରିୟାର ଆୟୋଜନ କଲା କ୍ରିକେଟ୍ କ୍ଲବ  

ଯୁଯୁମୁରା: ବୃଦ୍ଧ ଦମ୍ପତିଙ୍କ ଶୁଦ୍ଧିକ୍ରିୟାର ଆୟୋଜନ କରିଛି ଗାଁର କ୍ରିକେଟ୍‌ କ୍ଲବ୍‌। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଡଙ୍ଗାପାଳ ଗାଁରେ ଗତ ୨୯ ତାରିଖରେ ମୃତ୍ୟୁ ହୋଇଥିବା ବୃଦ୍ଧ ଦମ୍ପତିଙ୍କ ପୁଅ ନ ଥିବାରୁ ଗାଁର ବୀର ବଜରଂଗ କ୍ରିକେଟ୍‌ କ୍ଲବ୍‌ (ବିବିସିସି) ଏକାଦଶାହ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବନଖଣ୍ଡରେ ହାତୀ ଅସୁରକ୍ଷିତ

ଯୁଯୁମୁରା: ସମ୍ବଲପୁର ଜିଲ୍ଲାରେ ପୁଣି ଏକ ହାତୀ ଶିକାର ହୋଇଛି। ଏଥର ବନ୍ୟପ୍ରାଣୀ ଶିକାର ନିମନ୍ତେ ବିଛାଯାଇଥିବା ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଅବଶ୍ୟ, ବନ ବିଭାଗ ତ୍ବରିତ ପଦକ୍ଷେପ ନେଇ ଏହି ଘଟଣାରେ ସଂପୃକ୍ତ ୩ ଜଣ ଶିକାରୀଙ୍କୁ ଗିରଫ କରିଛି।…
ଅଧିକ ଖବର ଦେଖନ୍ତୁ...

ଶୀତରେ ଥରୁଛି ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଦୁଇ ଦିନ ହେଲା ପ୍ରବଳ ଶୀତରେ ଥରୁଛି ପଶ୍ଚିମ ଓଡ଼ିଶା। କୋହଲା ପବନ ସାଙ୍ଗକୁ କୁହୁଡି ଥଣ୍ଡା ଦ୍ବିଗୁଣ କରୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବରର ତଥ୍ୟ ଅନୁଯାୟୀ ରବିବାର ପଶ୍ଚିମଓଡ଼ିଶାର ୭ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିଛି। ରାଉରକେଲା ସହରର ତାପମାତ୍ରା…
ଅଧିକ ଖବର ଦେଖନ୍ତୁ...

ହୀରାକୁଦରେ ଜଳଭଣ୍ଡାରରେ ପକ୍ଷୀ ଗଣନା 

ସମ୍ବଲପୁର: ଆଜି ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଅନୁଷ୍ଠିତ ହୋଇଛି। ସମ୍ବଲପୁର, ଝାରସୁଗଡ଼ା ଓ ବରଗଡ଼ ଜିଲ୍ଲା‌ରେ ବ୍ୟାପିଥିବା ହୀରାକୁଦ ଜଳଭଣ୍ଡାର ଓ ନିକଟସ୍ଥ ଜଳାଶୟଗୁଡ଼ିକରେ ଏହି ପକ୍ଷୀ ଗଣନା କରାଯାଇଛି। ଏଥିପାଇଁ ହୀରାକୁଦ ମୁଖ୍ୟବନ୍ଧଠାରୁ ଆରମ୍ଭ କରି ଛତିଶଗଡ଼ ସୀମା ପର୍ଯ୍ୟନ୍ତ ସମଗ୍ର…
ଅଧିକ ଖବର ଦେଖନ୍ତୁ...