ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସମ୍ବଲପୁର: ପାଓ୍ଵାର ଚାନେଲରେ ବୁଡ଼ିଗଲେ ଦୁଇ ୧୦ମ ଶ୍ରେଣୀ ଛାତ୍ର

ସମ୍ବଲପୁର: କୋଚିଂ କ୍ଲାସକୁ ପଢ଼ିବାକୁ ଆସିଥିବା ୫ ଜଣ ୧୦ମ ଶ୍ରେଣୀ ଛାତ୍ର କୋଚିଂ ସେଣ୍ଟରକୁ ନ ଯାଇ  ସିଧା ଯାଇଥିଲେ ଝାଙ୍କରପାଲ୍ଲି ମୁଣ୍ଡୋଘାଟସ୍ଥିତ ପାଓ୍ଵାର ଚାନେଲକୁ। ସେଠାରେ ଗାଧୋଉଥିବା ବେଳେ  ହଠାତ ପାଣିରେ ନିଖୋଜ ହୋଇ ଯାଇଥିଲେ ଦୁଇଜଣ ଛାତ୍ର। ଅନ୍ୟ ତିନି ଜଣ ଛାତ୍ର  ନିଜକୁ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୨ ଫୁଟ୍‌ରେ ପହଞ୍ଚିଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି। ବୁଧବାର ସନ୍ଧ୍ୟା ୬ଟାରେ ଜଳଭଣ୍ଡାରର ଜଳସ୍ତର ୬୧୧.୫୪ ଫୁଟ୍‌ ରହିଥିବା ବେଳେ ଗୁରୁବାର ଏହି ସମୟରେ ୬୧୨.୧୦ ଫୁଟ୍‌ରେ ପହଞ୍ଚିଛି। ଏହି ସମୟରେ ଜଳଭଣ୍ଡାରକୁ ୩୯,୮୩୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୫,୭୫୯…
ଅଧିକ ଖବର ଦେଖନ୍ତୁ...

ହୀରାକୁଦରେ ପୁଲିସ୍‌ର ଚଢ଼ଉ:୧୫ ଜୁଆଡ଼ି ଗିରଫ, ୨.୨୨ ଲକ୍ଷ ଜବତ

ହୀରାକୁଦ: ବୁଧବାର ରାତି ୯ଟାରେ ଲରପଙ୍କ ନିକଟରେ ଥିବା ଭାଇ ଭାଇ ଢାବାରେ ହୀରାକୁଦ ଥାନା ପୁଲିସ ଚଢ଼ଉ କରି ୧୫ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଜୁଆଡ଼ିମାନଙ୍କଠାରୁ ନଗଦ ୨ ଲକ୍ଷ ୨୨ ହଜାର ୫୩୫ ଟଙ୍କା ଓ ତାସ ଜବତ କରାଯାଇଛି। ଢାବାରେ ଚଢ଼ଉ ବେଳେ ନଗଦ ୧ ଲକ୍ଷ ୮୧ ହଜାର ୫୩୫ ଟଙ୍କା ଜବତ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରୀ ଦିନ୍‌ରେ ଝଲସିଲା ସମ୍ବଲପୁରୀ ସଂସ୍କୃତି

ସମ୍ବଲପୁର : ଜେଲ ଛକରୁ କଚେରି ଛକ। ଏହି ବିଶାଳ ରାସ୍ତା ହୋଇ ଉଠିଥିଲା ସମ୍ବଲପୁରୀମୟ। ସମସ୍ତଙ୍କ ଦେହରେ ଥିଲା ସମ୍ବଲପୁରୀ ପୋଷାକ। ଉପଭୋଗ କରୁଥିଲେ ସମ୍ବଲପୁରୀ ନାଚ, ଗୀତ। ଅବସର ଥିଲା ‘ସମ୍ବଲପୁରୀ ଦିନ୍‌’ ଉତ୍ସବ। ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ…
ଅଧିକ ଖବର ଦେଖନ୍ତୁ...

ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟା ୬ଟାରେ ଜଳଭଣ୍ଡାରର ଜଳସ୍ତର ୬୧୧.୧୫ ଫୁଟ୍‌ ରହିଥିବା ବେଳେ ବୁଧବାର ଏହି ସମୟରେ ୬୧୧.୫୪ ଫୁଟ୍‌ରେ ପହଞ୍ଚିଛି। ଏହି ସମୟରେ ଜଳଭଣ୍ଡାରକୁ ୩୨,୦୨୭ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୫,୯୭୮…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଜଳସ୍ତର ୬୧୧ ଫୁଟ୍‌

ସମ୍ବଲପୁର: ମଂଗଳବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୧.୧୫ ଫୁଟ୍‌ରେ ପହଂଚିଛି। ଜଳଭଣ୍ଡାରକୁ ଏହି ସମୟରେ ୪୩,୫୬୨ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ କେନାଲ ଓ ପାଓ୍ଵାର ଚାନେଲ ଜରିଆରେ ୧୫,୮୭୪ କ୍ୟୁସେକ ଜଳ ନିଷ୍କାସିତ ହେଉଛିି। ଏବେ ଏହାର ସମସ୍ତ ଗେଟ୍‌ ବନ୍ଦ ରହିଛି।…
ଅଧିକ ଖବର ଦେଖନ୍ତୁ...

୧୭କୁ ଘୁଞ୍ଚିଲା ଓଡ଼ିଶା-ଛତିଶଗଡ଼ ସମନ୍ଵୟ ବୈଠକ

ସମ୍ବଲପୁର: ମହାନଦୀ ଜଳ ପରିଚାଳନା ନେଇ ୩୧ ଜୁଲାଇରେ ହେବାକୁ ଥିବା ଓଡ଼ିଶା ଓ ଛତିଶଗଡ଼ର ଜଳ ସଂପଦ ବିଭାଗର  ଉଚ୍ଚସ୍ତରୀୟ ସମନ୍ଵୟ ବୈଠକ ଅଗଷ୍ଟ ୧୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ବୁର୍ଲା ଅଶୋକ ନିବାସରେ ହେବାକୁ ଥିବା ଏହି ବୈଠକରେ ଯୋଗ ଦେଇ ପାରିବେ ନାହିଁ ବୋଲି ଛତିଶଗଡ଼ ଜଳ ସଂପଦ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀ ଶୂନ୍ୟ ହେଲା ଆଇଆଇଏମ୍‌ ସମ୍ବଲପୁରର ଚତୁର୍ଥ ବ୍ୟାଚ

ସମ୍ବଲପୁର : ଆଇଆଇଏମ୍‌ ସମ୍ବଲପୁରର ସିଟ୍‌ ସଂଖ୍ୟା ଚଳିତ ବର୍ଷ ୬୦ରୁ ୧୨୦ ହେଲା। ଏଥିମଧ୍ୟରୁ ୧୦୮ ଜଣ ନାମ ଲେଖାଇ ସାରିଛନ୍ତି। ତେବେ, ଏଥିରେ ଜଣେ ମଧ୍ୟ ଛାତ୍ରୀ ନାହାନ୍ତି। ଏହାର ପୂର୍ବ ବ୍ୟାଚରେ ୧୧ ଏବଂ ପ୍ରଥମ ବ୍ୟାଚରେ ମଧ୍ୟ ୯ ଜଣ ଛାତ୍ରୀ ନାମ ଲେଖାଇଥିଲେ । ଚଳିତ ବର୍ଷ କୌଣସି ଛାତ୍ରୀ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଜଳସ୍ତର ୬୧୦.୭୭ ଫୁଟ୍‌

ସମ୍ବଲପୁର : ସୋମବାର ସଂଧ୍ୟା ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୦.୭୭ ଫୁଟ୍‌ ରହିଛି। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ହାରାହାରି ୪୦,୦୬୧ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ୧୫,୯୮୩ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ସମସ୍ତ ସ୍ଲୁଇସ୍‌ ଗେଟ୍‌ ବନ୍ଦ ଥିବାବେଳେ ପାଓ୍ଵାର ଚାନେଲରେ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦର ସବୁ ଗେଟ୍‌ ବନ୍ଦ, ଜଳସ୍ତର ୬୧୦ ଫୁଟ୍‌

ସମ୍ବଲପୁର : ରବିବାର ହୀରାକୁଦ ଡ୍ୟାମ୍‌ର ସମସ୍ତ ଗେଟ୍‌ ବନ୍ଦ ହୋଇଛି। ଶନିବାର ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଥିଲାବେଳେ ରବିବାର ଦିନ ୧୧ଟାରେ ଗୋଟିଏ ଓ ୪ଟାରେ ଗୋଟିଏ ଗେଟ୍‌ ବନ୍ଦ କରା ଯାଇଥିଲା। ରବିବାର ସଂଧ୍ୟା ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୦.୨୭ ଫୁଟ୍‌ ଥିଲା। ଜଳଭଣ୍ଡାର ମଧ୍ୟକୁ…
ଅଧିକ ଖବର ଦେଖନ୍ତୁ...