Advertisment

Landmine Explosion ଲାଣ୍ଡମାଇନ ବିସ୍ଫୋରଣରେ ସିଆରପିଏଫ୍ କୋବ୍ରା ବାଟାଲିୟନର ସହାୟକ କମାଣ୍ଡାଣ୍ଟ ଗୁରୁତର

Advertisment

ସାରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଥିବା ବେଳେ ଆଜି ସକାଳ ପ୍ରାୟ ୬ଟା ବେଳେ ଏକ ଲାଣ୍ଡମାଇନ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ସିଆରପିଏଫ୍ କୋବ୍ରା ବାଟାଲିୟନର ସହାୟକ କମାଣ୍ଡାଣ୍ଟ ଗୁରୁତର ଆହତ ହେଇଛନ୍ତି।

ସାରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଥିବା ବେଳେ ଆଜି ସକାଳ ପ୍ରାୟ ୬ଟା ବେଳେ ଏକ ଲାଣ୍ଡମାଇନ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ସିଆରପିଏଫ୍ କୋବ୍ରା ବାଟାଲିୟନର ସହାୟକ କମାଣ୍ଡାଣ୍ଟ ଗୁରୁତର ଆହତ ହେଇଛନ୍ତି।

Untitled-4.jpg

Assistant commandant is critical in landmine explosion Photograph: (sambad.in)

ବିଶ୍ରା: ସାରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଥିବା ବେଳେ ଆଜି ସକାଳ ପ୍ରାୟ ୬ଟା ବେଳେ ଏକ ଲାଣ୍ଡମାଇନ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ସିଆରପିଏଫ୍ କୋବ୍ରା ବାଟାଲିୟନର ସହାୟକ କମାଣ୍ଡାଣ୍ଟ ଗୁରୁତର ଆହତ ହେଇଛନ୍ତି।

ସରଣ୍ଡା ଜଙ୍ଗଲର ମାରାଙ୍ଗପୋଙ୍ଗା ଜଙ୍କ୍ସନ୍ ସ୍ଥିତ ଘନ ଜଙ୍ଗଲରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନ ସମୟରେ ଏହି ଭୟାବହ ଘଟଣା ଘଟିଛି। ମାଓବାଦୀମାନଙ୍କ ଦ୍ୱାରା ପୂର୍ବରୁ ପୋତା ଯାଇଥିବା ବିସ୍ଫୋରକ ସକ୍ରିୟ ହେବାରୁ କୋବ୍ରା ବାହିନୀର ସହାୟକ କମାଣ୍ଡାଣ୍ଟ ଅଜୟ ମଲିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ତାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଛି।

Illegal Sand On Road ରାସ୍ତାରେ ବେଆଇନ ବାଲି ଢ଼ାଳିବା ଯୋଗୁଁ ବଢ଼ୁଛି ଦୁର୍ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି

ଆହତ ଅଧିକାରୀଙ୍କୁ ବାହାର କରିବା ପ୍ରକ୍ରିୟା ଜାରି ରହିଛି

ଘଟଣା ପରେ ସୁରକ୍ଷାବାହିନୀ ତତ୍କ୍ଷଣାତ୍ ରେସ୍କ୍ୟୁ ଅଭିଯାନ ଆରମ୍ଭ କରିଥିଲେ। ଘନ ଜଙ୍ଗଲ ଅଞ୍ଚଳରୁ ଆହତ ଅଧିକାରୀଙ୍କୁ ବାହାର କରିବା ପ୍ରକ୍ରିୟା ଜାରି ରହିଛି। ତାଙ୍କୁ ଶୀଘ୍ର ଉନ୍ନତ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରି ରାଞ୍ଚିକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯାଇଛି। ନକ୍ସଲୀମାନଙ୍କ ବିରୋଧରେ ବିଶେଷ ସର୍ଚ୍ଚ ଅପରେସନ୍ ଜାରି ରହିଛି ଏବଂ ସମ୍ପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷାବଳ ଘେରାଉ କରି ସତର୍କତା ବୃଦ୍ଧି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe