ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ ଠାବ: ୧୫ ଶୁଆ ଶାବକ, ୩ କଇଁଛ ଉଦ୍ଧାର, ୪ ଗିରଫ

Advertisment

ରେଢ଼ାଖୋଲ ଜଙ୍ଗଲ ଅଞ୍ଚଳରେ ଏକ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟକୁ ଠାବ କରାଯାଇଛି। ଜଙ୍ଗଲ ବିଭାଗର କର୍ମଚାରୀମାନେ ୧୫ ଶୁଆ ଶାବକ ଏବଂ ୩ କଇଁଛ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି...

ରେଢ଼ାଖୋଲ ଜଙ୍ଗଲ ଅଞ୍ଚଳରେ ଏକ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟକୁ ଠାବ କରାଯାଇଛି। ଜଙ୍ଗଲ ବିଭାଗର କର୍ମଚାରୀମାନେ ୧୫ ଶୁଆ ଶାବକ ଏବଂ ୩ କଇଁଛ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି...

Wildlife smuggling racket

Wildlife smuggling racket Photograph: (sambad.in)

ସମ୍ବଲପୁର:ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଜଙ୍ଗଲ ଅଞ୍ଚଳରେ ଏକ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟକୁ ଠାବ କରାଯାଇଛି। ଜଙ୍ଗଲ ବିଭାଗର କର୍ମଚାରୀମାନେ ୧୫ ଶୁଆ ଶାବକ ଏବଂ ୩ କଇଁଛ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତମାନେ ଜୋଗେଶ୍ୱର ଦେହୁରୀ, ଆୟୁଷ ସାହୁ, ରେଢ଼ାଖୋଲର ବଳରାମ ଜେନା ଏବଂ ବୌଦ୍ଧର କିଶୋର ସାହୁ ବୋଲି ଜଣାପଡିଛି।

ଅଧିକ ପଢ଼ନ୍ତୁ: ଟ୍ରୋଲ ହେବାପରେ ଐଶ୍ବର୍ଯ୍ୟାଙ୍କ ଉଦାହରଣ ଦେଲେ ସ୍ବରା

ମିଳିଥିବା ଗୁପ୍ତ ସୂଚନା ଆଧାରରେ ବନ ବିଭାଗ ପକ୍ଷରୁ ରେଢ଼ାଖୋଲ ବନ ବିଭାଗ ସହାୟତାରେ ଜଙ୍ଗଲରେ ଚଢ଼ଉ କରି ଚାରିଜଣଙ୍କୁ ଗିରଫ କରିଥିଲେ।

ଅଧିକ ପଢ଼ନ୍ତୁ: କାଙ୍କେର-ନାରାୟଣପୁର ସୀମାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ଏହି ରାକେଟର ଚେର ରେଢ଼ାଖୋଲ କିମ୍ବା ଅନ୍ୟତ୍ର ବ୍ୟାପିଛି କି ନାହିଁ ଜାଣିବା ପାଇଁ ବୌଦ୍ଧ ଜଙ୍ଗଲ ବିଭାଗ ଏହାର ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe