ସ୍ତନ କର୍କଟର ତୃତୀୟ ପର୍ଯ୍ୟାୟ ଦେଇ ଗତି କରୁଥିବା ହିନା ପରଦାକୁ ଫେରିଲେ

Advertisment

ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ହିନା ଖାନ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟରେ ଲଢ଼ୁଛନ୍ତି। ଏଭଳି ସମୟରେ ସେ ଟେଲିଭିଜନର ‘ଗୃହଲକ୍ଷ୍ମୀ’ ଜରିଆରେ ପରଦାକୁ ପୁଣି ଫେରୁଛନ୍ତି।

ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ହିନା ଖାନ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟରେ ଲଢ଼ୁଛନ୍ତି। ଏଭଳି ସମୟରେ ସେ ଟେଲିଭିଜନର ‘ଗୃହଲକ୍ଷ୍ମୀ’ ଜରିଆରେ ପରଦାକୁ ପୁଣି ଫେରୁଛନ୍ତି।

ertwe


ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟରେ ଲଢ଼ୁଛନ୍ତି। ଏଭଳି ସମୟରେ ସେ ଟେଲିଭିଜନର ‘ଗୃହଲକ୍ଷ୍ମୀ’ ଜରିଆରେ ପରଦାକୁ ପୁଣି ଫେରୁଛନ୍ତି।
 ଅଧିକପଢ଼ନ୍ତୁ:ରାହୁଲଙ୍କ ଧକ୍କାରେ ମୁଣ୍ଡ ଫାଟିବା ପରେ ମୋତେ ସର୍ତ୍ତକ ରହିବାକୁ ପଡ଼ିବ

ଗତ ଜୁଲାଇ ମାସରେ ହିନା ସ୍ତନ କର୍କଟ ପରେ ନିଜର ପ୍ରଥମ ଆସାଇନମେଣ୍ଟ ପାଇଁ କାମକୁ ଫେରୁଥିବା ଘୋଷଣା କରିଥିଲେ। ଏକ ପୋଷ୍ଟରେ ହିନା ଲେଖିଥିଲେ, ‘ସ୍ତନ କର୍କଟର ଶିକାର ହେବାପରେ ମୋର ଆସାଇନମେଣ୍ଟକୁ ଫେରିବା ଚ୍ୟାଲେଞ୍ଜିଂ ରହିଛି। ମୋର ଆପଣମାନଙ୍କୁ ଅନୁରୋଧ ଭଲ ସମୟ ଚାଲିଥିବା ବେଳେ ଜୀବନର ଭରପୂର ଆନନ୍ଦ ନିଅନ୍ତୁ। କାରଣ ଜୀବନ କେତେବେଳେ କେଉଁମୋଡ଼ ନେବ ତାହା କିଏ ବା  ଜାଣିଛି। ’

ଜୁନ ୨୮ ତାରିଖରେ ହିନା ଖାନ ସ୍ପଷ୍ଟ କରି ତାଙ୍କ ଫ୍ୟାନ୍ସମାନଙ୍କୁ କହିଥିଲେ କି ମୁଁ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟରେ ପୀଡ଼ିତ ଅଛି।   ଆପଣମାନେ ନିରାଶ କି ବିଚଳିତ ହୁଅନ୍ତୁ ନାହିଁ। ମୋର ନିଜ ଉପରେ ଆତ୍ମବିଶ୍ବାସ ଅଛି ଗୁରୁଜନଙ୍କ ଆର୍ଶୀବାଦ ଅଛି। ମୁଁ ଏବେ ଠିକ ଅଛି। ନିଜକୁ ଦମ୍ଭ କରାଇ ଦେଇଛି। ମୋର ଚିକିତ୍ସା ଆରମ୍ଭ ହୋଇଯାଇଛି। ଯାହାକୁ  ମୁଁ ସାହାସର ସହ ସାମ୍ନା କରୁଛି। 

 ଅଧିକପଢ଼ନ୍ତୁ:ବଲିଉଡ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଅନୁରାଗ କଶ୍ୟପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe