Advertisment

Gallery

ବାଲିଯାତ୍ରା: ପାଣିରେ...ମହାନଦୀ କୂଳରେ...। (ଫଟୋ: ଚିରଞ୍ଜିବୀ, କଟକ)

ରାଜରାସ୍ତା କଡ଼ରେ ଫଳ ପସରା। (ଫଟୋ: ଚିକୁ, ଅନୁଗୁଳ)

କୁଆଖାଇ ନଦୀରେ ଶ୍ରଦ୍ଧାର ସହ ଡଙ୍ଗା ଭସାଉଛନ୍ତି ଜଣେ ଯୁବତୀ।

କାର୍ତ୍ତିକ ପୂର୍ଣ୍ଣିମାରେ ସୂର୍ଯ୍ୟୋଦୟର ଦୃଶ୍ୟ। (ଫଟୋ: ବିଭୂତି)

କୁଆଖାଇରେ ସୋଲରୁ ନିର୍ମିତ ବୋଇତ ଆକୃତିର ଡଙ୍ଗା। (ଫଟୋ: ବିଭୂତି)

କାର୍ତ୍ତିକ ପୂର୍ଣ୍ଣିମା: ଭୁବନେଶ୍ୱର କୁଆଖାଇ ନଦୀରେ ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ।

ଶୀତକାଳୀନ ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା କର୍ମୀ ପ୍ରସ୍ତୁତ। (ଫଟେ: ବିଭୂତି, ଭୁବନେଶ୍ୱର)

ବୃକ୍ଷ ଡାଳରେ ବସା, ବସା ନିକଟରେ କାଉ। (ଫଟୋ: ବିଭୂତି, ଭୁବନେଶ୍ୱର)

ଶୀତରୁ ରକ୍ଷା ପାଇଁ ନିଆଁର ଆଶ୍ରୟ। (ଫଟୋ: ବିଭୂତି, ଭୁବନେଶ୍ୱର)

ମହୁ ସଂଗ୍ରହରେ ବ୍ୟସ୍ତ...! (ଫଟୋ: ସୁଜିତ, ନାଲକୋନଗର)

ମହୁ ସଂଗ୍ରହରେ ବ୍ୟସ୍ତ...! (ଫଟୋ: ସୁଜିତ, ନାଲକୋନଗର)

Advertisment
ସବସ୍କ୍ରାଇବ କରନ୍ତୁ