Advertisment

Gallery

ପୁଲିସ ଡିଜି ବିକେ ଶର୍ମାଙ୍କ ଜୟପୁର ଗସ୍ତ, ଦେଖିଲେ ଆଦିବାସୀ ନୃତ୍ୟ।

ପରିବାରର ସୁଖ ସମୃଦ୍ଧି କାମନା କରି ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ମହିଳା। (ଫଟୋ: ଚିକୁ, ଅନୁଗୁଳ)

ଛଟ ପର୍ବ: କୁଆଖାଇ ନଦୀରେ ୨ ମହିଳାଙ୍କ ସୂର୍ଯ୍ୟ ପୂଜା। (ଫଟୋ: ବିଭୂତି, ଭୁବନେଶ୍ୱର)

ଛଟ ପର୍ବରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଆରାଧନା। (ଫଟୋ: ପ୍ରଶାନ୍ତ, ଝାରସୁଗୁଡ଼ା)

ବିଲରୁ ଘାସ କାଟି ଘରକୁ ଫେରୁଛନ୍ତି ମହିଳା। (ଫଟୋ: ମନୋଜ, ବାଲେଶ୍ୱର)

ଭୁବନେଶ୍ୱରରେ ଆଦି ମହୋତ୍ସବ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, ମୟୁରଭଞ୍ଜର ହୋ ନୃତ୍ୟ ନାଚିଲେ। (ଫଟୋ: ବିଭୂତି)

ଭଦ୍ରକରେ ଆୟୋଜିତ ସାଳନ୍ଦୀ ବହି ମେଳାରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ।

ଅନୁଗୁଳରେ ହାଉସିଂ ପ୍ରକଳ୍ପ ଉଦ୍‌ଘାଟିତ।

ଅନୁଗୁଳରେ ହାଉସିଂ ପ୍ରକଳ୍ପ ଉଦ୍‌ଘାଟିତ।

କଟକ: ମା’ କାଳୀଙ୍କ ପ୍ରତିମା ଭସାଣୀ ପାଇଁ ଶୋଭାଯାତ୍ରା। (ଫଟୋ: ସୌମ୍ୟ)

ଭତ୍ତା ଆଉ ଘର ପାଇଁ  ୫-ଟି ସଚିବଙ୍କୁ ନିବେଦନ କରୁଛନ୍ତି ଜଣେ ବୃଦ୍ଧା। (ଫଟୋ: ଚିକୁ, ଅନୁଗୁଳ)

ଭତ୍ତା ଆଉ ଘର ପାଇଁ ୫-ଟି ସଚିବଙ୍କୁ ନିବେଦନ କରୁଛନ୍ତି ଜଣେ ବୃଦ୍ଧା। (ଫଟୋ: ଚିକୁ, ଅନୁଗୁଳ)

Advertisment
ସବସ୍କ୍ରାଇବ କରନ୍ତୁ