Horoscope 2025 December 08: ଜାଣନ୍ତୁ ଆଜିର ରାଶିଫଳ

Advertisment

ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିଦେବେ। ନୂଆ ବ୍ୟବସାୟ ଆରମ୍ଭ କରିବାରେ ବଡ଼ଭାଇର ସହଯୋଗ ପାଇବେ। ବ୍ୟସ୍ତ ବହୁଳ ଜୀବନରୁ ପିଲାଙ୍କ ପାଇଁ ସମୟ ବାହାର କରନ୍ତୁ। ‌ବୃଷ: ଜୀବନସାଥୀର ପ୍ରତ୍ୟେକ କଥାକୁ ବୁଝିବାକୁ ଚେଷ୍ଟା କରିବେ।

ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିଦେବେ। ନୂଆ ବ୍ୟବସାୟ ଆରମ୍ଭ କରିବାରେ ବଡ଼ଭାଇର ସହଯୋଗ ପାଇବେ। ବ୍ୟସ୍ତ ବହୁଳ ଜୀବନରୁ ପିଲାଙ୍କ ପାଇଁ ସମୟ ବାହାର କରନ୍ତୁ। ‌ବୃଷ: ଜୀବନସାଥୀର ପ୍ରତ୍ୟେକ କଥାକୁ ବୁଝିବାକୁ ଚେଷ୍ଟା କରିବେ।

AJIRA RASIFALA

Horoscope today. Photograph: (sambad.in)

ମେଷ: ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିଦେବେ। ନୂଆ ବ୍ୟବସାୟ ଆରମ୍ଭ କରିବାରେ ବଡ଼ଭାଇର ସହଯୋଗ ପାଇବେ। ବ୍ୟସ୍ତ ବହୁଳ ଜୀବନରୁ ପିଲାଙ୍କ ପାଇଁ ସମୟ ବାହାର କରନ୍ତୁ। ‌
ବୃଷ: ଜୀବନସାଥୀର ପ୍ରତ୍ୟେକ କଥାକୁ ବୁଝିବାକୁ ଚେଷ୍ଟା କରିବେ। ଘର ଲୋକଙ୍କ ସାହାଯ୍ୟରେ ଆପଣଙ୍କ ଜରୁରୀ କାମ ସଂପୂର୍ଣ୍ଣ ହେବ। ସାମାଜିକ କାର୍ଯ୍ୟରେ ସହଯୋଗ ଦେବାରୁ ଆପଣଙ୍କୁ ଭଲ ଲାଗିବ। ‌
ମିଥୁନ: ସମସ୍ତେ ଆପଣଙ୍କ ମତ ନେବାକୁ ଚାହିଁବେ। ଆର୍ଥିକ ରୂପେ ଲାଭ ପାଇବେ। ବନ୍ଧୁ ସନ୍ଧ୍ୟା ପାଇଁ ବଢ଼ିଆ ଯୋଜନା ବନାଇ ଆପଣଙ୍କୁ ଖୁସି କରିଦେବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।‌
କର୍କଟ: ପରିବାର ଲୋକଙ୍କ ଆଗରେ ନିଜର ମତ ରଖିବାରେ ପୂରା ମଉକା ପାଇବେ। ଆପଣଙ୍କ ଯୋଜନାରେ ଲୋକ ଖୁବ୍ ପ୍ରଭାବିତ ହେବେ। ବିଦ୍ୟାର୍ଥୀ ନିଜର ଅଧ୍ୟୟନରେ ପୂରା ଧ୍ୟାନକେନ୍ଦ୍ରୀତ କରନ୍ତୁ। 

ଆହୁରି ପଢ଼ନ୍ତୁ: Kiren Rijiju: କେନ୍ଦ୍ରମନ୍ତ୍ରୀଙ୍କୁ ଦେଖି ରାହୁଲ ଘରକୁ ନିମନ୍ତ୍ରଣ କରି କହିଲେ, ‘ଘରକୁ ଆସନ୍ତୁ ମିଶିକି ବ୍ୟାୟାମ କରିବା ’

ସିଂହ: ଭାଇ ବା ଭଉଣୀଙ୍କ ସହିତ ଫୋନରେ କଥା ହୋଇ ଆପଣଙ୍କୁ ବହୁତ ଭଲ ଲାଗିବ। ମହିଳା ଅନଲାଇନିରେ ନୂଆ ବ୍ୟଞନ ଶିଖିବାକୁ ଚେଷ୍ଟା କରିବେ। ଲୋକମାନଙ୍କ ସହିତ ମିଳାମିଶା ବଢ଼ାନ୍ତୁ। 

କନ୍ୟା: ପୁରୁଣା ସମସ୍ୟା ଉପରେ ବନ୍ଧୁ ସହିତ କଥାବାର୍ତ୍ତା କରିବେ। ଏଥିରେ ଆପଣ ଭଲ ସମାଧାନ ପାଇବେ। ବ୍ୟବସାୟ ଭଲରେ ଚାଲିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରିବେ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ। 
ତୁଳା: ସରକାରୀ କାମର ନୀତି ଓ ନିୟମ ଉପରେ ପୂରା ଧ୍ୟାନ ଦିଅନ୍ତୁ। କୌଣସି ମାମଲାରେ ତରବରିଆ ଦେଖାନ୍ତୁ ନାହିଁ। ଆପଣଙ୍କ ବାଣୀରେ ସରଳତା ପାଇଁ ମାନ ସମ୍ମାନ ପାଇବେ। 
ବିଛା: ଶାନ୍ତିରେ ସବୁ କାମ କରିବାକୁ ଚେଷ୍ଟା କରନ୍ତୁ। ଘର କାମରେ ଆପଣଙ୍କର ଅର୍ଥ ଲାଗିବ। ନିଜର ବାଣୀରେ ମଧୁରତା ରଖନ୍ତୁ। ଜୀବନସାଥୀର ଭାବନାକୁ ବୁଝିବାରେ ବହୁତ ସୀମା ପର୍ଯ୍ୟନ୍ତ ସଫଳତା ମିଳିପାରେ।
ଧନୁ: କୋର୍ଟ କଚେରି ମାମଲାରେ ଚିନ୍ତା ଓ ଖର୍ଚ୍ଚ ବଢ଼ିପାରେ। କୌଣସି ବନ୍ଧୁର ସହଯୋଗ ପାଇବେ। ଆପଣଙ୍କ ଜୀବନ ବହୁତ ଭଲ ରହିବ। ପରିବାର ଲୋକ ଆପଣଙ୍କ କଥାରେ ସହମତ ହେବେ। 

ଆହୁରି ପଢ଼ନ୍ତୁ: Piticians Spend Lavishly On Weddings: ରାଜନେତାମାନେ କଳାଧନରେ ବିବାହରେ ଅଯଥା ଖର୍ଚ୍ଚ କରୁଛନ୍ତି: ଉମା ଭାରତୀଙ୍କ କଡ଼ା ସମାଲୋଚନା

ମକର: କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ଆପଣଙ୍କ ଉପରେ ପରିବାରର ଦାୟତ୍ବ ଆସିବ। ଆର୍ଥିକ ସ୍ଥିତି ଭଲ ରହିବ। ଲୋକ ଆପଣଙ୍କ କାମରେ ଖୁସି ରହିବେ। ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ। 
କୁମ୍ଭ: ଧାର୍ମିକ ଗତିବିଧିରେ ସାମିଲ ହେବାର ଯୋଗ ଅଛି। ପରିବାରରେ ଲାଗି ରହିଥିବା ସମସ୍ୟା ସମାପ୍ତ ହେବ। ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ବା ପରାମର୍ଶରେ ଆପଣଙ୍କୁ ଫାଇଦା ହେବ। 
ମୀନ: ନିତି ଦିନିଆ କାମରେ ଅଧିକ ସମୟ ଲାଗିପାରେ। ନୂଆ ବ୍ୟବସାୟ କରିବାକୁ ଚାହୁଁଥିବା ଲୋକ ବଜା‌ରରେ କିଣାବିକା ସମ୍ବନ୍ଧରେ ବିଚାର କରିବା ଭଲ ହେବ। ଅଫିସରେ ନୂଆ ଦାୟିତ୍ବ ପାଇବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe