ଝାଡ଼ଖଣ୍ଡରେ ୬୫.୨୭ ପ୍ରତିଶତ ମତଦାନ, ୱାୟନାଡରେ ୬୦.୭୯ ପ୍ରତିଶତ

Advertisment

ଝାଡଖଣ୍ଡରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୪୩ ବିଧାନସଭା ଆସନରେ ୬୫.୨୭ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୱାୟନାଡରେ ୬୦.୭୯ ପ୍ରତିଶତ ମତଦାନ ହୋଇଛି...

ଝାଡଖଣ୍ଡରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୪୩ ବିଧାନସଭା ଆସନରେ ୬୫.୨୭ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୱାୟନାଡରେ ୬୦.୭୯ ପ୍ରତିଶତ ମତଦାନ ହୋଇଛି...

9p00annzxw

ନୂଆଦିଲ୍ଲୀ: ଝାଡଖଣ୍ଡରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବୁଧବାର ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାର ୪୩ ବିଧାନସଭା ଆସନରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ମହାକାଶରୁ ଆସିଲା ଖବର: ସ୍ୱାସ୍ଥ୍ୟାବସ୍ଥା ନେଇ ଉତ୍ତର ଦେଲେ ସୁନୀତା ୱିଲିୟମ୍ସ

ସେହିପରି ୱାୟନାଡରେ ୬୦.୭୯ ପ୍ରତିଶତ ମତଦାନ ହୋଇଛି।  କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି, ସେ ବିଜେପି ପ୍ରାର୍ଥୀ ନବ୍ୟା ହରିଦାସ ଏବଂ ଏଲଡିଏଫ ପ୍ରାର୍ଥୀ ସତ୍ୟନ ମୋକେରୀଙ୍କ ସହ ପ୍ରତିଦ୍ବନ୍ଦିତାର ସମ୍ମୁଖୀନ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ଭାରତରୁ ମିଳିଲାନି ନିମନ୍ତ୍ରଣ, ଚୀନ୍ ଗସ୍ତରେ ଯିବେ କେପି ଓଲି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe