ସହିଦଙ୍କ ପାର୍ଥିବ ଶରୀରକୁ କାନ୍ଧରେ ନେଲେ ସାଂସଦ

Advertisment

ଉତ୍ତରପ୍ରଦେଶର ସାମଲି ଜିଲ୍ଲାରେ ଗୁଳିବିନିମୟରେ ସହିଦ ଇନ୍ସପେକ୍ଟର ସୁନୀଲ କୁମାରଙ୍କ ପାର୍ଥିକ ଶରୀରକୁ କାନ୍ଧ ଦେଲେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରିଥିବା ତଥା ବିଜେପି ସାଂସଦ ଅରୁଣ ଗୋଭିଲ।

ଉତ୍ତରପ୍ରଦେଶର ସାମଲି ଜିଲ୍ଲାରେ ଗୁଳିବିନିମୟରେ ସହିଦ ଇନ୍ସପେକ୍ଟର ସୁନୀଲ କୁମାରଙ୍କ ପାର୍ଥିକ ଶରୀରକୁ କାନ୍ଧ ଦେଲେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରିଥିବା ତଥା ବିଜେପି ସାଂସଦ ଅରୁଣ ଗୋଭିଲ।

କଢ଼୍‌ଖଫ୍‌

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସାମଲି ଜିଲ୍ଲାରେ ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଯାଇଛନ୍ତି। ସହିଦ ଇନ୍ସପେକ୍ଟର ସୁନୀଲ କୁମାରଙ୍କ ମେରଠସ୍ଥିତ ତାଙ୍କ ପୈତୃକ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଛି।

ଅଧିକପଢ଼ନ୍ତୁ:ହତ୍ୟା ଧମକ ମିଳିବା ପରେ ରାଜପାଲଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

ସହିଦଙ୍କ ଅନ୍ତିମ ଯାତ୍ରାରେ ରାମାନନ୍ଦ ସାଗରଙ୍କ ରାମାୟଣରେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରିଥିବା ତଥା ବିଜେପି ସାଂସଦ ଅରୁଣ ଗୋଭିଲ ସାମିଲ ହୋଇ କାନ୍ଧ ଦେଇଥିଲେ।

ଅରୁଣ ସହିଦ ଇନ୍ସପେକ୍ଟର ସୁନୀଲ କୁମାରଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇ ଏହି ଦୁଃଖଦ ଘଟଣାର କିଛି ଫଟୋ ସେୟାର କରି ଲେଖିଛନ୍ତି, ‘ଜନପଦ ସାମଲିରେ ଅପରାଧୀଙ୍କ ସହିତ ସାହାସର ସହ ଲଢ଼ୁଥିବା ବେଳେ ମେରଠର ମସୁରୀ ଗ୍ରାମର ବାସିନ୍ଦା ଉତ୍ତରପ୍ରଦେଶର ଏସଟିଏଫର ନୀରିକ୍ଷକ ସୁନୀଲ କୁମାର ସହିଦ ହୋଇଛନ୍ତି। ଇଶ୍ବର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।  ଦୁଃଖ ସହିବାକୁ ସୁନୀଲଙ୍କ ପରିବାରକୁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ। ଜୟ ଶ୍ରୀ ରାମ।

ସୁନୀଲ କୁମାର ୧୯୯୦ ମସିହାରେ ଜଣେ କନଷ୍ଟେବଳ ଭାବେ ପିଏସିରେ ସାମିଲ ହୋଇଥିଲେ।  ୨୦୦୨ରେ ମୁଖ୍ୟ କନଷ୍ଟେବଳ ଭାବେ ସୁନୀଲଙ୍କ ପଦୋନ୍ନତୀ ହୋଇ ସେ ପ୍ଲାଟୁନ କାମଣ୍ଡର ହୋଇଥିଲେ। 

ଅଧିକପଢ଼ନ୍ତୁ:ଦିନ ମଜୁରିଆଙ୍କ ଉପରେ ଲାଗିଲା ପାଖାପାଖି ୨ କୋଟି ଟଙ୍କାର କର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe