ଜାପାନ ଏୟାରଲାଇନ୍ସ ଉପରେ ସାଇବର ଆକ୍ରମଣ: ବିମାନସେବା ପ୍ରଭାବିତ

Advertisment

ଜାପାନ ଏୟାରଲାଇନ୍ସ ଉପରେ ସାଇବର ଆକ୍ରମଣ ହୋଇଛି। ଏହା ଦ୍ୱାରା ବିମାନ ସେବା ପ୍ରଭାବିତ ହୋଇଛି। ଟିକେଟ୍ ବିକ୍ରି ମଧ୍ୟ ବନ୍ଦ ହୋଇଯାଇଛି। ଏୟାରଲାଇନ୍ସର ବ୍ୟାଗେଜ୍ ଚେକ୍ ଇନ୍ ସିଷ୍ଟମରେ ସମସ୍ୟା ଉପୁଜିଛି। ଜାପାନ ଏୟାରଲାଇନ୍ସ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛି...

Updated On

ଅଦ୍ୟତନ ହୋଇଛି
japan-airlines-hit-by-cyberattack

ଟୋକିଓ: ଜାପାନ ଏୟାରଲାଇନ୍ସ ଉପରେ ସାଇବର ଆକ୍ରମଣ ହୋଇଛି। ଏହା ଦ୍ୱାରା ବିମାନ ସେବା ପ୍ରଭାବିତ ହୋଇଛି। ଟିକେଟ୍ ବିକ୍ରି ମଧ୍ୟ ବନ୍ଦ ହୋଇଯାଇଛି। ଏୟାରଲାଇନ୍ସର ବ୍ୟାଗେଜ୍ ଚେକ୍ ଇନ୍ ସିଷ୍ଟମରେ ସମସ୍ୟା ଉପୁଜିଛି। ଜାପାନ ଏୟାରଲାଇନ୍ସ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛି।

ଅଲ୍ ନିପନ୍ ଏୟାରୱେଜ୍ (ଏଏନଏ) ପରେ ଜାପାନ ଏୟାରଲାଇନ୍ସ ଦେଶର ଦ୍ୱିତୀୟ ବୃହତ୍ତମ ବିମାନ ସେବା ଅଟେ। ଜାପାନ ଏୟାରଲାଇନ୍ସର ଏହା ପ୍ରଥମ ଘଟଣା ନୁହେଁ ଯେ, ସାଇବର ଆକ୍ରମଣ ହୋଇଛି। ଏହା ପୂର୍ବରୁ ମଧ୍ୟ ଘଟିଛି।

JAL

ଅଧିକ ପଢ଼ନ୍ତୁ: ଯୁବତୀ ଅଜଗର ସହିତ ଗୋଟିଏ ଶେଯରେ: ଭିଡିଓ ଭାଇରାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe