Dates announced for by-elections to 5 assembly seats in 4 states: Voting on June 19 Photograph: (sambad.in)
ନୂଆଦିଲ୍ଲୀ: ନିର୍ବାଚନ କମିସନ ରବିବାର ଗୁଜରାଟ, କେରଳ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ମତଦାନ ୧୯ ଜୁନ୍ରେ ହେବ। ଭୋଟ ଗଣତି ଜୁନ୍ ୨୩ ତାରିଖରେ ହେବ। ଇସ୍ତଫା କିମ୍ବା ମୃତ୍ୟୁ ଯୋଗୁ ସମସ୍ତ ପାଞ୍ଚଟି ଆସନ ଖାଲି ପଡ଼ିଥିଲା।
ଏହି ଆସନଗୁଡ଼ିକରେ ସମସ୍ତ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୫ ତାରିଖ ପୂର୍ବରୁ ସମାପ୍ତ କରିବାକୁ ପଡିବ ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି।
ଅଧିକ ପଢ଼ନ୍ତୁ: ବନ୍ତ ବ୍ଲକ୍ ସରମରାରେ ଅଗ୍ନିକାଣ୍ଡ: ୬ ପରିବାରର ୧୨ ବଖରା ଭସ୍ମୀଭୂତ
bye-election
Follow Us