ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ

Advertisment

ଆଇପିଏଲ ୨୦୨୫ର ୨୪ତମ ମ୍ୟାଚ୍ ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଖେଳାଯାଉଛି...

ଆଇପିଏଲ ୨୦୨୫ର ୨୪ତମ ମ୍ୟାଚ୍ ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଖେଳାଯାଉଛି...

Delhi Capitals won the toss and elected to bowl.

Delhi Capitals won the toss and elected to bowl. Photograph: (sambad.in)

ବେଙ୍ଗାଲୁରୁ: ଆଇପିଏଲ ୨୦୨୫ର ୨୪ତମ ମ୍ୟାଚ୍ ଗୁରୁବାର ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଖେଳାଯାଉଛି। ମ୍ୟାଚ୍‌ରେ ଦିଲ୍ଲୀ ଅଧିନାୟକ ଅକ୍ଷର ପଟେଲ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅଧିକ ପଢ଼ନ୍ତୁ: ହମାସର ଜାଲରେ ଫସିଗଲା ମୋସାଦ: କମାଣ୍ଡରଙ୍କ ବିଷୟରେ କୌଣସି ସୂଚନା ମିଳୁନି

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେଇଂ ଇଲେଭେନ୍: ବିରାଟ କୋହଲି, ଫିଲ୍ ସଲ୍ଟ, ଦେବଦତ୍ତ ପାଦିକ୍କଲ, ରଜତ ପାଟିଦାର, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା, ଟିମ୍ ଡେଭିଡ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋଶ ହାଜଲେଉଡ, ଯଶ ଦିନଲ।

ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେଇଂ ଇଲେଭେନ: ଫାଫ୍ ଡୁ ପ୍ଲେସିସ୍, ଜେକେ ଫ୍ରେଜର-ମ୍ୟାକଗର୍କ, ଅଭିଷେକ ପୋରେଲ, ଟ୍ରିଆଷ୍ଟ ଷ୍ଟବ୍ସ, କେ.ଏଲ୍ ରାହୁଲ, ଅକ୍ଷର ପଟେଲ, ଅଶୁତୋଷ ଶର୍ମା, ବିପରାଜ ନିଗମ, ମିଚେଲ ଷ୍ଟାର୍କ, କୁଲଦୀପ ଯାଦବ, ମୋହିତ ଶର୍ମା , ମୁକେଶ କୁମାର।

ଅଧିକ ପଢ଼ନ୍ତୁ: ଉଠିଥିବା ଗୁଜବର ଘଟିଲା ଅନ୍ତ; ପୁଣିଥରେ ଅଧିନାୟକ ହେଲେ ଧୋନି

IPL | Indian Premier League 2025 | RCB vs DC | 24th Match 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe