Advertisment

Drone Delivery: ହାଇଟେକ୍ ହେଉଛି ଦିଲ୍ଲୀ ଏନସିଆର୍, ଘରକୁ ଘର ବୁଲି ଡେଲିଭରୀ କରୁଛି ଡ୍ରୋନ୍

Advertisment

ବିଶ୍ଵର ସର୍ବବୃହତ ଏଆଇ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବାପରେ ଦିଲ୍ଲୀ ଏନସିଆର୍ ଏବେ ଅଧିକ ହାଇଟେକ୍ ହେବାରେ ଲାଗିଛି। ଘର ଘର ବୁଲି ‘ଡୋର ଟୁ ଡୋର’ ଡେଲିଭରି ପାଇଁ ଅତ୍ୟାଧୁନିକ ଡ୍ରୋନ୍ ଓ ଏଆଇ ରୋବଟର ବ୍ୟବହାର ଆରମ୍ଭ ହୋଇଯାଇଛି

ବିଶ୍ଵର ସର୍ବବୃହତ ଏଆଇ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବାପରେ ଦିଲ୍ଲୀ ଏନସିଆର୍ ଏବେ ଅଧିକ ହାଇଟେକ୍ ହେବାରେ ଲାଗିଛି। ଘର ଘର ବୁଲି ‘ଡୋର ଟୁ ଡୋର’ ଡେଲିଭରି ପାଇଁ ଅତ୍ୟାଧୁନିକ ଡ୍ରୋନ୍ ଓ ଏଆଇ ରୋବଟର ବ୍ୟବହାର ଆରମ୍ଭ ହୋଇଯାଇଛି

drone

drone Photograph: (sambad.in)

ନୂଆଦିଲ୍ଲୀ: ବିଶ୍ଵର ସର୍ବବୃହତ ଏଆଇ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବାପରେ ଦିଲ୍ଲୀ ଏନସିଆର୍ ଏବେ ଅଧିକ ହାଇଟେକ୍ ହେବାରେ ଲାଗିଛି। ଘର ଘର ବୁଲି ‘ଡୋର ଟୁ ଡୋର’ ଡେଲିଭରି ପାଇଁ ଅତ୍ୟାଧୁନିକ ଡ୍ରୋନ୍ ଓ ଏଆଇ ରୋବଟର ବ୍ୟବହାର ଆରମ୍ଭ ହୋଇଯାଇଛି। ଗୁରଗ୍ରାମ ସ୍ଥିତ ଡ୍ରୋନ୍ ଡେଲିଭରି କମ୍ପାନୀ ‘ସ୍କାଏ ଏୟାର’ ଏହି ସେବା ପ୍ରଥମେ ଆରମ୍ଭ କରିଛି।

ଆହୁରି ପଢନ୍ତୁ- Editorial: ଜୟନ୍ତ କୁମାର ବିଶ୍ବାଳଙ୍କ ଦିଗ୍‌ବଳୟର ଏ ପାଖରେ ଶୀର୍ଷକରେ ଏଥର ‘ତୁମେ ମୃତ କି?’

ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ସୂଚନା ଦେଇ ସ୍କାଏ ଏୟାର ମୋବିଲିଟିର ସିଇଓ ଅଙ୍କିତ କୁମାର କହିଛନ୍ତି, ଆମେରିକୀୟ କମ୍ପାନୀ ଆରାଇଭ୍ ଏଆଇ ଓ ଅଟୋନୋମି ସହିତ ଆମର ସହଭାଗୀତା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଆଗାମୀ ଦିନରେ ଏହି ଡ୍ରୋନ୍ ସେବାକୁ ଆହୁରି ବିସ୍ତାର କରାଯିବ। ଏହି ସିଷ୍ଟମ ସାହାଯ୍ୟରେ ରୋବୋଟ୍ କୌଣସି ମାନବ ସାହାଯ୍ୟ ବିନା ଘରକୁ ସାମଗ୍ରୀ ପହଞ୍ଚାଇବ।

ଆହୁରି ପଢନ୍ତୁ- Kerala to 'Keralam': କେରଳର ନୂଆ ନାଁ ହେଲା 'କେରଳମ୍': କେନ୍ଦ୍ର କ୍ୟାବିନେଟର ନାମ ପରିବର୍ତ୍ତନକୁ ମଞ୍ଜୁରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe