Jacob Martin: ନିଶା ସେବନ କରି ଗାଡ଼ି ଚଲାଇ ଗିରଫ ହେଲେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଜାକବ ମାର୍ଟିନ

Advertisment

ଏହି ପୂର୍ବତନ ବ୍ୟାଟର୍‌ ମଦ ପିଇକି ଗାଡ଼ି ଚଲାଉଥିଲା ବେଳେ ମଙ୍ଗଳବାର ଭୋର୍‌ ପ୍ରାୟ ୨.୩୦ ‌ବେଳେ ବଡ଼ୋଦରାର ଅକୋଟା ଅଞ୍ଚଳସ୍ଥ ପୁନିତନଗର ସୋସାଇଟି ନିକଟ ପାର୍କିଂରେ ଥିବା ତିନିଟି ଗାଡ଼ିକୁ ଧକ୍କା ଦେଇଥିଲେ

ଏହି ପୂର୍ବତନ ବ୍ୟାଟର୍‌ ମଦ ପିଇକି ଗାଡ଼ି ଚଲାଉଥିଲା ବେଳେ ମଙ୍ଗଳବାର ଭୋର୍‌ ପ୍ରାୟ ୨.୩୦ ‌ବେଳେ ବଡ଼ୋଦରାର ଅକୋଟା ଅଞ୍ଚଳସ୍ଥ ପୁନିତନଗର ସୋସାଇଟି ନିକଟ ପାର୍କିଂରେ ଥିବା ତିନିଟି ଗାଡ଼ିକୁ ଧକ୍କା ଦେଇଥିଲେ

New Project (15)

Jacob Martin Photograph: (sambad.in)

ବଡ଼ୋଦରା: ପୂର୍ବତନ ଭାରତୀୟ କ୍ରିକେଟର୍‌ ଜାକବ ମାର୍ଟିନଙ୍କୁ ନିଶା ସେବନ କରି ଗାଡ଼ି ଚଲାଉଥିବା ମାମଲାରେ ପୁଲିସ ଗିରଫ କରିଛି। ଏହି ପୂର୍ବତନ ବ୍ୟାଟର୍‌ ମଦ ପିଇକି ଗାଡ଼ି ଚଲାଉଥିଲା ବେଳେ ମଙ୍ଗଳବାର ଭୋର୍‌ ପ୍ରାୟ ୨.୩୦ ‌ବେଳେ ବଡ଼ୋଦରାର ଅକୋଟା ଅଞ୍ଚଳସ୍ଥ ପୁନିତନଗର ସୋସାଇଟି ନିକଟ ପାର୍କିଂରେ ଥିବା ତିନିଟି ଗାଡ଼ିକୁ ଧକ୍କା ଦେଇଥିଲେ।

ଆହୁରି ପଢନ୍ତୁ- Census: ଜନଗଣନା ନେଇ ଭୁଲ ପ୍ରଚାରକୁ ଖଣ୍ଡନ କଲା ଗୃହ ମନ୍ତ୍ରଣାଳୟ, ଦ୍ୱିତୀୟ ପର୍ଯ୍ୟାୟରେ ହେବ ଜାତିଗତ ଜନଗଣନା

ଦୁର୍ଘଟଣାର ଶିକାର ହୋଇଥିବା ଗାଡ଼ି ମାଲିକଙ୍କ ଅଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରିଛି। ଏଥିସହ ମାର୍ଟିନଙ୍କ ଏମ୍‌ଜି ହେକ୍ଟର କାର୍‌ଟିକୁ ଜବତ କରିଛି। ବରୋଦାର ଏହି ପୂର୍ବତନ ଅଧିନାୟକ ମାନବ ଚାଲଣ ଅଭିଯୋଗରେ ୨୦୧୧ରେ ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିଲେ। ମାର୍ଟିନ ୧୯୯୯ରୁ ୨୦୦୧ ମଧ୍ୟରେ ଭାରତ ପକ୍ଷରୁ ୧୦ ଦିନିକିଆ ମ୍ୟାଚ୍‌ ଖେଳିଥିଲେ।

ଆହୁରି ପଢନ୍ତୁ- Draupadi Murmu: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ବିଭିନ୍ନ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଶିଳାନ୍ୟାସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe