initial trend in the Delhi elections, the BJP reached 50 seats Photograph: (sambad.in)
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଆପ୍ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଆପ୍ ୩୫ ଏବଂ ବିଜେପି ୩୪ ଆସନରେ ଆଗୁଆ ରହିଥିଲା।
ତେବେ ପରବର୍ତ୍ତୀ ସମୟରେ ବିଜେପି ୫୦ ଆସନ ଛୁଇଁଛି।
ସେହିପରି ଅରବିନ୍ଦ କେଜରିୱାଲ, ମୁଖ୍ୟମନ୍ତ୍ରୀ ଅତିଶୀ ମାର୍ଲେନା ଏବଂ ମନୀଷ ସିସୋଡିଆଙ୍କ ସମେତ ଆମ ଆଦମୀ ପାର୍ଟିର ଅନେକ ବଡ଼ ଚେହେରା ପଛରେ ପଡ଼ିଯାଇଛନ୍ତି।
ଅଧିକ ପଢ଼ନ୍ତୁ: ଦିଲ୍ଲୀ ନିର୍ବାଚନ: କଡ଼ା ଟକ୍କର, ଆପ୍ ୩୫ ଏବଂ ବିଜେପି ୩୪ ଆସନରେ ଆଗୁଆ
ସୂଚନାଯୋଗ୍ୟ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୩୬ ରହିଛି।
ଅଧିକ ପଢ଼ନ୍ତୁ: ୨୦୨୨ରୁ ଆରମ୍ଭ ହୋଇଥିବା ସ୍ମାର୍ଟ ପାର୍କର ନିର୍ମାଣ ଏଯାଏ ଶେଷ ହୋଇପାରିନାହିିଁ
Follow Us