KKR won the toss and elected to bowl first.
ଗୁଆହାଟୀ: ଆଇପିଏଲ ୨୦୨୫ ସିଜିନ୍ -୧୮ର ଷଷ୍ଠ ମ୍ୟାଚ୍ ବୁଧବାର ଗୁଆହାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ(ଆର୍ଆର୍) ଏବଂ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ମଧ୍ୟରେ ଖେଳାଯାଉଛି।
ବେଞ୍ଚ୍:
ଅନ୍ରିଚ୍ ନର୍ଟେଜେ , ମନୀଷ ପାଣ୍ଡେ , ଅଙ୍ଗକ୍ରିଶ ରଘୁବଂଶୀ, ଅନୁକୁଲ ରୟ , ଲୁଭନିଥ ସିସୋଡିଆ , ସୁନୀଲ ନାରିନ, ଚେତନ ସାକରିଆ, ରହମାନୁଲ୍ଲା ଗୁରୁବାଜ, ମୟଙ୍କ ମାର୍କାଣ୍ଡେ , ରୋଭମାନ ପାୱେଲ
ସହାୟକ କର୍ମଚାରୀ:
ଚନ୍ଦ୍ରକାନ୍ତ ପଣ୍ଡିତ, ଭାରତ ଅରୁଣ, ଡୱେନ ବ୍ରାଭୋ , କାର୍ଲ କ୍ରୋ
ଅଧିକ ପଢ଼ନ୍ତୁ: ଚୀନ୍ ସବୁଠାରୁ ବଡ଼ ବିପଦ, ଭାରତର ଶତ୍ରୁ ଲସ୍କର-ଏ-ତୋଏବା ମଧ୍ୟ ଆମେରିକା ପାଇଁ ବିପଜ୍ଜନକ: ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ବଡ଼ ଖୁଲାସା
Indian Premier League 2025 | RR vs KKR | 6th Match
Follow Us