ମୁଁ ଜଣେ ମଣିଷ। ଭଗବାନ ନୁହେଁ: ମୋଦୀ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିରୋଧାର ସହପ୍ରତିଷ୍ଠାତା ନିଖିଲ କାମାଥଙ୍କ ସହ ପୋଡକାଷ୍ଟରେ ଡେବ୍ୟୁ କରି କହିଛନ୍ତି, ‘ଏହା ମୋର ପ୍ରଥମ ପୋଡକାଷ୍ଟ ଜାଣି ନାହିଁ ଏହା ଦର୍ଶକଙ୍କୁ କେତେ ଭଲ ଲାଗିବ।

Updated On

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିରୋଧାର ସହପ୍ରତିଷ୍ଠାତା ନିଖିଲ କାମାଥଙ୍କ ସହ ପୋଡକାଷ୍ଟରେ ଡେବ୍ୟୁ କରି କହିଛନ୍ତି, ‘ଏହା ମୋର ପ୍ରଥମ ପୋଡକାଷ୍ଟ ଜାଣି ନାହିଁ ଏହା ଦର୍ଶକଙ୍କୁ କେତେ ଭଲ ଲାଗିବ।

ଅଦ୍ୟତନ ହୋଇଛି
Gù

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିରୋଧାର ସହପ୍ରତିଷ୍ଠାତା ନିଖିଲ କାମାଥଙ୍କ ସହ ପୋଡକାଷ୍ଟରେ ଡେବ୍ୟୁ କରିଛନ୍ତି । 

ପୋଡକାଷ୍ଟର ଉପସ୍ଥାପକ ନିଖିଲ କାମାଥ ନିଜର ଏକ୍ସ ହ୍ୟାଣ୍ଡେଲରେ ଟ୍ରେଲର୍ ଜାରି କରିଛନ୍ତି । ୨ ମିନିଟ୍ ୧୩ ସେକେଣ୍ଡର ଏହି ପୋଡକାଷ୍ଟର ଇଣ୍ଟରଭ୍ୟୁ ଟ୍ରେଲରରେ ପିଏମ୍ ମୋଦୀ ଅନେକ ପ୍ରଶ୍ନର ଜବାବ ଦେଇଛନ୍ତି । ଖୁବଶୀଘ୍ର ଏହି ପୋଡକାଷ୍ଟର ନିଖିଲ କାମାଥଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରଣ ହେବ ।  ଏଥିରେ ପିଏମ୍ ମୋଦୀଙ୍କୁ ନିଖିଲ କାମାଥଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଖୋଲାଖୋଲି ଆଲୋଚନା କରୁଥିବା ଦେଖିବାକୁ ଓ ଶୁଣିବାକୁ ମିଳିବ।

ଅଧିକପଢ଼ନ୍ତୁ:ହିନ୍ଦୀ ରାଷ୍ଟ୍ରଭାଷା ନୁହେଁ: ଏଭଳି କହି ବିବାଦରେ କ୍ରିକେଟର ରବିଚନ୍ଦ୍ରନ ଅଶ୍ବିନ୍

ଆଲୋଚନା ସମୟରେ ମୋଦୀ କହିଥିଲେ, ‘ଏହା ମୋର ପ୍ରଥମ ପୋଡକାଷ୍ଟ ଜାଣି ନାହିଁ ଏହା ଦର୍ଶକଙ୍କୁ କେତେ ଭଲ ଲାଗିବ।  ରାଜନୀତିକୁ ଆସିବାକୁ ଚାହୁଁଥିବା ଯୁବପିଢ଼ିଙ୍କୁ ଏତିକି ପରାମର୍ଶ ଦେବି ‌ସେମାନେ ଲକ୍ଷ୍ୟ ନେଇ ଆସିବା ଦରକାର, ଆଶ ନେଇ ନୁହେଁ ।

ଅଧିକପଢ଼ନ୍ତୁ:କୁହୁଡ଼ି ସୁଯୋଗରେ ଭାରତରେ ଅନୁପ୍ରବେଶ କରୁଥିଲା, ହେଲା ବିଏସଏଫ ଗୁଳିର ଶିକାର

ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହେଲି, ମୋର ଗୋଟିଏ ଭାଷଣ ଥିଲା, ଯେଉଁଥିରେ ମୁଁ କହିଥିଲି ଭୁଲ ହୁଏ, ମୋ ଦ୍ୱାରା ବି ଭୁଲ ହେଉଥିବ  ଓ ହୋଇଛି ମଧ୍ୟ। ମୁଁ ବି ଜଣେ ମଣିଷ, କୌଣସି ଦେବତା ନୁହେଁ ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe