ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ପ୍ରଚାର ସମୟରେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ସହିତ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି।
ଅମରାବତୀରେ କଂଗ୍ରେସ ସାଂସଦ କହିଛନ୍ତି, "ମୋ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମୋତେ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଶୁଣିଛନ୍ତି। ପ୍ରିୟଙ୍କା କହୁଛନ୍ତି ଯେ ଆମେ ଯାହା କହୁଛୁ, ପ୍ରଧାନମନ୍ତ୍ରୀ ମଧ୍ୟ ସମାନ କଥା କହୁଛନ୍ତି।
ଅଧିକ ପଢ଼ନ୍ତୁ: ଶୀଘ୍ର ଅନୁପ୍ରବେଶ କର, ନ ହେଲେ ଟ୍ରମ୍ପ ଆସିଯିବେ: ଆମେରିକାର ପଡୋଶୀ ଦେଶରେ ଉତ୍ତେଜନା
Follow Us