ୱାୟନାଡ଼: ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସହିତ ୧୫ ରାଜ୍ୟର ୪୮ ବିଧାନସଭା ଆସନ ଏବଂ ୨ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି।
ଉତ୍ତରପ୍ରଦେଶ ୯ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ୬ ଆସନରେ ଆଗୁଆ ରହିଛି। ଏସପି ୩ଟି ଆସନରେ ଆଗୁଆ ରହିଛି।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର-ଝାଡଖଣ୍ଡରେ ଏନଡିଏ-ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର
ସିପିଆଇ, ବିଜେପି ପ୍ରାର୍ଥୀ ଏହା ଆସନରେ ପଛୁଆ ରହିଛନ୍ତି। ରାହୁଲଗାନ୍ଧୀ ଏହି ଆସନ ଛାଡିବା ପରେ ପ୍ରିୟକଙ୍କା ଏହି ଆସନରୁ ଲଢୁଛନ୍ତି।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର ଫଳାଫଳ: ମହାୟୁତି କୁହୁକ ସଂଖ୍ୟା ଟପିଲା, ଏମଭିଏ ପଛରେ
Follow Us